ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଡ଼ି   ବିଶେଷ୍ୟ

ଅର୍ଥ : ଛୋଟ ଢାଳ

ଉଦାହରଣ : ସେ ଗୋଟିଏ ଘଡ଼ିଏ ଦୁଧ ଥରକରେ ପିଇଦେଲା

छोटा लोटा।

वह लुटिया में भरे दूध को एक ही बार में पी गया।
लुटिया

ଅର୍ଥ : ମାଟିରେ ତିଆରି ଏକ ବାସନ

ଉଦାହରଣ : ହାଣ୍ଡିରେ ଦୁଧ ରଖାଯାଏ

ସମକକ୍ଷ : ଆଟିକା, ହାଣ୍ଡି

मिट्टी का बना एक बरतन।

चूके में दूध रखते हैं।
चूका

ଅର୍ଥ : ଯେଉଁ ଯନ୍ତ୍ରରେ ଘଣ୍ଟା ଏବଂ ମିନିଟଆଦିର ହିସାବରୁ ସମୟ ଜଣାପଡ଼େ

ଉଦାହରଣ : ସେ ବିଦେଶୀ ଘଣ୍ଟା ପିନ୍ଧିଛନ୍ତି ଆମ ଘଣ୍ଟାରେ ଏବେ ଚାରିଟା ବାଜିଛି

ସମକକ୍ଷ : ଘଣ୍ଟା

वह यंत्र जिससे घंटे और मिनट आदि के हिसाब से समय का पता लगता है।

वह विदेशी घड़ी पहने हुए था।
घड़ी

A timepiece that shows the time of day.

clock

ଅର୍ଥ : ମାଟିରେ ନିର୍ମିତ ଏକ ପ୍ରକାର ଆ‌ଟିକା

ଉଦାହରଣ : ତେଲ,ଘିଅ ଆଦି ଗରମ କରିବାପାଇଁ ଘଡ଼ି ବ୍ୟବହାର କରାଯାଏ

मिट्टी का बना एक प्रकार का बर्तन।

तेलाय का उपयोग तेल,घी आदि गरमाने के लिए किया जाता है।
तेलाय

ଅର୍ଥ : ଷାଠିଏ କ୍ଷଣ ବା ଚବିଶ ମିନିଟ୍‌ ସମୟ

ଉଦାହରଣ : ଆଜି ରାତିରେ ପିଲାଟି ଗୋଟିଏ ଘଡ଼ି ବି ଶୋଇଲା ନାହିଁ

ସମକକ୍ଷ : ଦଂଡ଼େ, ଦଣ୍ଡ

साठ पल या चौबीस मिनट का समय।

आज रात बच्चा एक घड़ी भी नहीं सोया।
घटिका, घटी, घड़ी, दंड, दण्ड