ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଣ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଣ୍ଟା   ବିଶେଷ୍ୟ

ଅର୍ଥ : ଦିନ ରାତିର ଚବିଶ ଭାଗରୁ ଭାଗେ କିମ୍ବା ଷାଠିଏ ମିନିଟର ସମୟ

ଉଦାହରଣ : ଗାଡ଼ି ଏକ ଘଣ୍ଟା ବିଳମ୍ବରେ ଚାଲୁଅଛି

ସମକକ୍ଷ : ଘଂଟା

दिन-रात का चौबीसवाँ भाग या साठ मिनट का समय।

गाड़ी एक घंटा विलंब से चल रही है।
घंटा, घण्टा

A period of time equal to 1/24th of a day.

The job will take more than an hour.
60 minutes, hour, hr

ଅର୍ଥ : ସମୟ ସୂଚିତ କରିବା ନିମନ୍ତେ ବଜାଯାଉଥିବା ଘଣ୍ଟା

ଉଦାହରଣ : ଘଣ୍ଟାର ଶବ୍ଦ ଶୁଣି ଶ୍ରମିକମାନେ ଖାଇବାକୁ ଚାଲିଗଲେ

ସମକକ୍ଷ : ଫୁଙ୍ଗା

समय सूचित करने के लिए बजाया जाने वाला घंटा।

घड़ियाल की आवाज़ सुनकर मज़दूर खाना खाने चले गए।
घंटा, घड़ियाल, घण्टा, घन, यामघोषा

ଅର୍ଥ : ଯେଉଁ ଯନ୍ତ୍ରରେ ଘଣ୍ଟା ଏବଂ ମିନିଟଆଦିର ହିସାବରୁ ସମୟ ଜଣାପଡ଼େ

ଉଦାହରଣ : ସେ ବିଦେଶୀ ଘଣ୍ଟା ପିନ୍ଧିଛନ୍ତି ଆମ ଘଣ୍ଟାରେ ଏବେ ଚାରିଟା ବାଜିଛି

ସମକକ୍ଷ : ଘଡ଼ି

वह यंत्र जिससे घंटे और मिनट आदि के हिसाब से समय का पता लगता है।

वह विदेशी घड़ी पहने हुए था।
घड़ी

A timepiece that shows the time of day.

clock

ଅର୍ଥ : ଧାତୁ ନିର୍ମିତ ଯେଉଁ ବିଶେଷ ଗୋଲାକାର ବାଦ୍ୟ ଉପରେ ହାତୁଡ଼ିଆଦିରେ ଆଘାତକଲେ ଶବ୍ଦ ଉତ୍ପନ୍ନ ହୁଏ

ଉଦାହରଣ : ଘଣ୍ଟାର ଟଂନ ଟଂନ ଶବ୍ଦ ଶୁଣି ପିଲାମାନେ ଶ୍ରେଣୀଆଡ଼କୁ ଦୌଡ଼ିଲେ

ସମକକ୍ଷ : ଘଣ୍ଟ

धातु का विशेषकर एक गोल बाजा जिस पर हथौड़े आदि से वार करने पर आवाज़ निकलती है।

घंटे की टनटन सुनकर बच्चे कक्षा की ओर दौड़े।
घंट, घंटा, घंटार, घण्ट, घण्टा

A percussion instrument consisting of a metal plate that is struck with a softheaded drumstick.

gong, tam-tam

ଅର୍ଥ : ଯେତିକି ଦୂରତା ଏକ ଘଣ୍ଟାରେ ଅତିକ୍ରମ କରିହୁଏ

ଉଦାହରଣ : ମୋ ଘର ଷ୍ଟେସନଠାରୁ ଏକ ଘଣ୍ଟାର ରାସ୍ତା

ସମକକ୍ଷ : ଘଂଟା

उतनी दूरी जो घंटेभर में तय की जाए।

मेरा घर स्टेशन से एक घंटे पर है।
घंटा, घण्टा

Distance measured by the time taken to cover it.

We live an hour from the airport.
Its just 10 minutes away.
hour, minute