ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାଣ୍ଡି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାଣ୍ଡି   ବିଶେଷ୍ୟ

ଅର୍ଥ : ମାଟି ତିଆରି ଚଉଡ଼ା ମୁହଁଥିବା ମାଠିଆ ଭଳି ଏକ ପାତ୍ର

ଉଦାହରଣ : ଆଟିକାରେ ଦୁଧ, ଦହି ବା ପାଣି ରଖାଯାଏ

ସମକକ୍ଷ : ଆଟିକା

मिट्टी का बना चौड़े मुँह का एक प्रकार का घड़े जैसा पात्र।

कमोरे में दूध, दही या पानी रखा जाता है।
कमोरा

ଅର୍ଥ : ମାଟିରେ ତିଆରି ଏକ ବାସନ

ଉଦାହରଣ : ହାଣ୍ଡିରେ ଦୁଧ ରଖାଯାଏ

ସମକକ୍ଷ : ଆଟିକା, ଘଡ଼ି

मिट्टी का बना एक बरतन।

चूके में दूध रखते हैं।
चूका