ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଟିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଟିକା   ବିଶେଷ୍ୟ

ଅର୍ଥ : ଚୌଡ଼ା ମୁହଁ ଥିବା ଏକ ପ୍ରକାର ମାଟି ବାସନ

ଉଦାହରଣ : ଆଟିକାରେ ଦୁଧ-ଦହି ରଖାଯାଏ

चौड़े मुँह का एक प्रकार का मिट्टी का बर्तन।

तिघरे में दूध-दही रखा जाता है।
तिघरा

ଅର୍ଥ : ମାଟି ତିଆରି ଚଉଡ଼ା ମୁହଁଥିବା ମାଠିଆ ଭଳି ଏକ ପାତ୍ର

ଉଦାହରଣ : ଆଟିକାରେ ଦୁଧ, ଦହି ବା ପାଣି ରଖାଯାଏ

ସମକକ୍ଷ : ହାଣ୍ଡି

मिट्टी का बना चौड़े मुँह का एक प्रकार का घड़े जैसा पात्र।

कमोरे में दूध, दही या पानी रखा जाता है।
कमोरा

ଅର୍ଥ : ମାଟିରେ ତିଆରି ଏକ ବାସନ

ଉଦାହରଣ : ହାଣ୍ଡିରେ ଦୁଧ ରଖାଯାଏ

ସମକକ୍ଷ : ଘଡ଼ି, ହାଣ୍ଡି

मिट्टी का बना एक बरतन।

चूके में दूध रखते हैं।
चूका

ଅର୍ଥ : ଦହି ବସାଯାଉଥିବା ମାଟି ପାତ୍ର

ଉଦାହରଣ : ମମତା ଦହି ବସାଇବାପାଇଁ ଆଟିକାରେ କ୍ଷୀର ରଖିଛି

ଅର୍ଥ : ଛୋଟ ହାଣ୍ଡି

ଉଦାହରଣ : ମାଆ ଛୋଟ ହାଣ୍ଡିରେ ଦହି ବସାଇଛନ୍ତି

ସମକକ୍ଷ : ଛୋଟ ହାଣ୍ଡି, ଠେକି

छोटा कमोरा।

माँ कमोरी में दही जमा रही है।
कमोरी

ଅର୍ଥ : ମାଟିରେ ତିଆରି ଏକ ଛୋଟ ଗୋଲାକାର ପାତ୍ର

ଉଦାହରଣ : ଆଗ କାଳରେ ଲୋକେ ଆଟିକାରେ ଖାଦ୍ୟ ରାନ୍ଧୁଥିଲେ

ସମକକ୍ଷ : ଛୋଟମାଟିହାଣ୍ଡି

मिट्टी का बना एक छोटा गोलाकार बर्तन।

पुराने ज़माने में लोग हँड़िये में भोजन पकाते थे।
हँड़िया, हंड़िया, हंडिका, हंडी, हाँड़ी, हांडी, हाड़ी

ଅର୍ଥ : ମାଟିରେ ତିଆରି ଏକ ଛୋଟ ଗୋଲାକାର ପାତ୍ର

ଉଦାହରଣ : ମହେଶ ଛୋଟହାଣ୍ଡିରେ ଖିରି ତିଆରି କରୁଛି

ସମକକ୍ଷ : ଛୋଟହାଣ୍ଡି

मिट्टी का बना एक छोटा, गोलाकार पात्र।

महेश पतुकी में खीर बना रहा है।
पतुकी

ଅର୍ଥ : ଯେଉଁ ପାତ୍ରରେ ଆଉଟା କ୍ଷୀର ରଖାଯାଏ

ଉଦାହରଣ : ମାଆ ଆଟିକାରେ କ୍ଷୀର ରଖିଛନ୍ତି

ସମକକ୍ଷ : କ୍ଷୀରହାଣ୍ଡି, ଦୁଧହାଣ୍ଡି

एक पात्र जिसमें औटा हुआ दूध रखते हैं।

माँ ने दूध को कस्तरी में रखा है।
कस्तरी, दुधहँड़ी, दुधाँड़ी, दुधाड़ी