ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୋଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୋଡ଼ା   ବିଶେଷ୍ୟ

ଅର୍ଥ : ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ

ଉଦାହରଣ : ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ

ସମକକ୍ଷ : ଅଶ୍ୱ, ଘୋଟକ, ତୁରଗ, ତୁରଙ୍ଗ, ହୟ

Solid-hoofed herbivorous quadruped domesticated since prehistoric times.

equus caballus, horse

ଅର୍ଥ : ଯେଉଁ ଉଚ୍ଚା ଷ୍ଟୁଲରେ ଉପରକୁ ଚଢ଼ିବା ପାଇଁ ସିଢ଼ି ଲାଗିଥାଏ

ଉଦାହରଣ : ଘୋଡ଼ା ଉପରେ ଚଢ଼ି ଚାକରାଣୀ ପଙ୍ଖା ସଫା କରିବାକୁ ଲାଗିଲା

एक तरह का ऊँचा स्टूल जिस पर चढ़ने के लिए सीढ़ियाँ बनी होती हैं।

घोड़े पर चढ़कर बाई पंखा साफ करने लगी।
घोड़ा

ଅର୍ଥ : କାନ୍ଥ ବାହାରେ ବାହାରିଥିବା ପଥର ଖଣ୍ଡ ଯାହା ଉପରର ଭାର ସମ୍ଭାଳିବା ପାଇଁ ଲଗା ଯାଇଥାଏ

ଉଦାହରଣ : ତାକୁ ଘୋଡ଼ିଆରେ ଚୋଟ ଲାଗିଯାଇଛି

ସମକକ୍ଷ : ଘୋଡ଼ିଆ

दीवार से बाहर निकला हुआ वह पत्थर का टुकड़ा जो ऊपरी भार संभालने के लिए लगाया जाता है।

उसको घोड़े से चोट लग गई।
घोड़ा, घोड़िया, घोरिया

ଅର୍ଥ : ବନ୍ଧୁକ ଭଳି ଶସ୍ତ୍ରର କମାନୀ ଯାହାକୁ ଦବାଇଲେ ବା ଠେଲିଲେ ହିଁ ଗୁଳି ଚାଲିଯାଏ

ଉଦାହରଣ : ସେ ଲକ୍ଷ୍ୟ କଲେ ଏବଂ ଟ୍ରିଗର ଦବାଇଲେ

ସମକକ୍ଷ : ଟ୍ରିଗର

बंदूक जैसे शस्त्रों में की वह कमानी जिसे दबाते या खींचते ही गोली चल जाती है।

उसने निशाना साधा और ट्रिगर दबा दिया।
कुत्ता, घोड़ा, चुटकी, ट्रिगर, लिबलिबी

Lever that activates the firing mechanism of a gun.

gun trigger, trigger

ଅର୍ଥ : ଶତରଞ୍ଜ ଖେଳର ଜଣେ ଆଗୁଆ ସୈନିକ

ଉଦାହରଣ : ତାହାର ଗୋଟିଏ ଘୋଡ଼ା ମରିଗଲା

शतरंज का एक मोहरा।

उसका एक घोड़ा मारा गया।
घोड़ा

A chessman shaped to resemble the head of a horse. Can move two squares horizontally and one vertically (or vice versa).

horse, knight

ଅର୍ଥ : ଅଣ୍ଡିରା ଘୋଡ଼ା

ଉଦାହରଣ : ସୈନିକ ଘୋଡ଼ାରେ ନୁହେଁ ବରଂ ଘୋଡ଼ୀ ଉପରେ ବସିଥିଲା

ସମକକ୍ଷ : ଅଶ୍ୱ, ଘୋଟକ, ତୁରଙ୍ଗ, ହୟ

नर घोड़ा।

सैनिक घोड़े पर नहीं अपितु घोड़ी पर सवार था।
अलल्लाँ, अलल्लां, अश्व, केशरी, केशी, केसरी, घोट, घोटक, घोड़ा, तारखी, तुरंग, तुरंगम, तुरग, पेलि, मराल, युयु, हय, हयंद

The male of species Equus caballus.

male horse