ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୋଟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୋଟକ   ବିଶେଷ୍ୟ

ଅର୍ଥ : ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ

ଉଦାହରଣ : ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ

ସମକକ୍ଷ : ଅଶ୍ୱ, ଘୋଡ଼ା, ତୁରଗ, ତୁରଙ୍ଗ, ହୟ

Solid-hoofed herbivorous quadruped domesticated since prehistoric times.

equus caballus, horse

ଅର୍ଥ : ଅଣ୍ଡିରା ଘୋଡ଼ା

ଉଦାହରଣ : ସୈନିକ ଘୋଡ଼ାରେ ନୁହେଁ ବରଂ ଘୋଡ଼ୀ ଉପରେ ବସିଥିଲା

ସମକକ୍ଷ : ଅଶ୍ୱ, ଘୋଡ଼ା, ତୁରଙ୍ଗ, ହୟ

नर घोड़ा।

सैनिक घोड़े पर नहीं अपितु घोड़ी पर सवार था।
अलल्लाँ, अलल्लां, अश्व, केशरी, केशी, केसरी, घोट, घोटक, घोड़ा, तारखी, तुरंग, तुरंगम, तुरग, पेलि, मराल, युयु, हय, हयंद

The male of species Equus caballus.

male horse