ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୋଡ଼ିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୋଡ଼ିଆ   ବିଶେଷ୍ୟ

ଅର୍ଥ : କାନ୍ଥ ବାହାରେ ବାହାରିଥିବା ପଥର ଖଣ୍ଡ ଯାହା ଉପରର ଭାର ସମ୍ଭାଳିବା ପାଇଁ ଲଗା ଯାଇଥାଏ

ଉଦାହରଣ : ତାକୁ ଘୋଡ଼ିଆରେ ଚୋଟ ଲାଗିଯାଇଛି

ସମକକ୍ଷ : ଘୋଡ଼ା

दीवार से बाहर निकला हुआ वह पत्थर का टुकड़ा जो ऊपरी भार संभालने के लिए लगाया जाता है।

उसको घोड़े से चोट लग गई।
घोड़ा, घोड़िया, घोरिया

ଅର୍ଥ : ଚାରିଗୋଡ଼ଯୁକ୍ତ ଯେଉଁ ବ୍ୟବସ୍ଥା ଉପରେ ସମତଳ ପଟା ଆଦି ରଖାଯାଏ

ଉଦାହରଣ : କୃଷକ ଦୁଇଟି ଘୋଡ଼ିଆ ଉପରେ ପଟା ରଖି ତା ଉପରେ ଧାନ ବସ୍ତା ରଖୁଛି

चार पायों पर खड़ी वह आयताकार संरचना जिसके ऊपर समतल पटरा आदि रखा जाता है।

किसान दो घोड़ियों के ऊपर पटरा रखकर उसके ऊपर धान की बोरियाँ रख रहा है।
घोड़ी, टकटकी