ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
ଉଦାହରଣ : ସେ ଖେତର ଚାରିଆଡ଼େ ବାଡ଼ ବୁଜି ଦେଇଛି ଅବରୋଧ ଭାଙ୍ଗି ଚୋର ପରିସର ମଧ୍ୟକୁ ପଶି ଆସିଲା
ସମକକ୍ଷ : ଅବରୋଧ, ଗେରଦ, ଘେର, ଘେରଉ, ପାଚେରୀ, ବାଡ଼, ହତା
किसी चीज़ को चारों ओर से घेरने वाली कोई चीज़।
A barrier that serves to enclose an area.
ଅର୍ଥ : ବିଲର ଯେତିକି ଭାଗ ଗୋଟିଏ ଚକ୍କରରେ ହଳ ହୋଇଥାଏ
ଉଦାହରଣ : କୃଷକ ଛାଡ଼ିଛାଡ଼ି ଏକ ଘେରା ମଞ୍ଜି ବୁଣୁଥିଲା
खेत का उतना भाग जितना एक हल के चक्कर में जुत जाता है।
ଅର୍ଥ : ଶତ୍ରୁସେନା ବା ଦୁର୍ଗକୁ ଯୁଦ୍ଧ ସମୟରେ ଘେରିବାର କାର୍ଯ୍ୟ
ଉଦାହରଣ : ସୁଲତାନ ହଠାତ ଘେରବନ୍ଦୀ ଉଠାଇନେବାକୁ କହିଲେ
ସମକକ୍ଷ : ଘେରବନ୍ଦୀ
शत्रु की सेना अथवा किले को युद्ध के समय घेरने का काम।
ଅର୍ଥ : ଚାରି ପଟୁ ଘେରା ହୋଇଥିବା ବଡ଼ ପଡ଼ିଆ
ଉଦାହରଣ : ଗାଈ ଗେରଦରେ ଚରୁଛି
ସମକକ୍ଷ : ଆଖନ୍ଦ, ଗେରଦ, ହତା
चारों ओर से घिरा हुआ बड़ा मैदान।
ଅର୍ଥ : ଥରକର ମୋଡ଼
ଉଦାହରଣ : ବଟ ସାବିତ୍ରୀ ପୂଜାରେ ବରଗଛ ଦେହରେ ସୂତାର ଶହେ ଆଠ ଘେରା ଦିଆଯାଏ
ସମକକ୍ଷ : ଫେରା
एक बार का घुमाव या घूमने या घूमाने की क्रिया।
ଅର୍ଥ : ଦଉଡ଼ି ଆଦିରେ ପଡ଼ୁଥିବା ମୋଡ଼ା
ଉଦାହରଣ : ଯେଉଁ ଦଉଡ଼ିରେ ଯେତେ ଘେରା ପଡ଼େ ତାହା ସେତେ ଟାଣ ହୁଏ
ସମକକ୍ଷ : ମୋଡ଼ା
रस्सी आदि में होने वाला घुमाव।
A tortuous and twisted shape or position.
ଅର୍ଥ : ଯାହା ଘେରା ଯାଇଛି
ଉଦାହରଣ : ମୋ ଗାଁ ଚାରିପାଖ ଗଛପତ୍ରରେ ଘେରା
ସମକକ୍ଷ : ଅବରୋଧିତ, ଆବେଷ୍ଟିତ, ବେଷ୍ଟିତ
जो घेरा हुआ हो।
Confined on all sides.
ସଂସ୍ଥାପନ କରନ୍ତୁ