ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘେରଉ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘେରଉ   ବିଶେଷ୍ୟ

ଅର୍ଥ : କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି

ଉଦାହରଣ : ସେ ଖେତର ଚାରିଆଡ଼େ ବାଡ଼ ବୁଜି ଦେଇଛି ଅବରୋଧ ଭାଙ୍ଗି ଚୋର ପରିସର ମଧ୍ୟକୁ ପଶି ଆସିଲା

ସମକକ୍ଷ : ଅବରୋଧ, ଗେରଦ, ଘେର, ଘେରା, ପାଚେରୀ, ବାଡ଼, ହତା

किसी चीज़ को चारों ओर से घेरने वाली कोई चीज़।

उसने खेत के चारों ओर बाड़ लगा रखी है।
चोर बाड़ तोड़कर परिसर में घुस आए।
अवरोध, अवरोधन, आवरण, घिराव, घेर, घेरा, फेरा, बाड़, बारी, मुहासरा

A barrier that serves to enclose an area.

fence, fencing

ଅର୍ଥ : କୌଣସି ଅଧିକାରୀଙ୍କଠାରୁ ନିଜ ସର୍ତ୍ତ ମନେଇବାପାଇଁ ସବୁ କର୍ମଚାରୀ ଓ ବିଦ୍ୟାର୍ଥୀଙ୍କଦ୍ୱାରା ଘେରଉ କରିବା କ୍ରିୟା

ଉଦାହରଣ : ନିଜ ସମସ୍ୟାଗୁଡ଼ିକୁ ନେଇ ଛାତ୍ରମାନେ ଅଧ୍ୟକ୍ଷଙ୍କୁ ଘେରାଉ କଲେ

ସମକକ୍ଷ : ଅବରୋଧ, ଘେରାଉ, ମେଳି

किसी अधिकारी से अपनी बात मनवाने के लिए कर्मचारियों, विद्यार्थियों आदि के द्वारा उसे घेरने की क्रिया।

अपनी समस्याओं को लेकर छात्रों ने प्रधानाचार्य का घेराव किया।
घेराव

ଅର୍ଥ : ଚେସ୍‌ ଖେଳରେ କୌଣସି ଦାନକୁ ଏମିତି ସ୍ଥାନରେ ରଖିବାର କ୍ରିୟା ଯେଉଁଠୁ ରାଜା ଦାନ ଉପରେ ଏହାକୁ ପ୍ରହାର କରାଯାଇପାରେ

ଉଦାହରଣ : ମୁଁ ଆପଣଙ୍କ ରାଜା ଦାନଟିକୁ ଘେରଉ କରିଦେଲି

ସମକକ୍ଷ : କରଗତ, କିସ୍ତ

शतरंज के खेल में कोई मुहरा किसी ऐसी जगह पर रखने की क्रिया जहाँ से बादशाह उसकी घात में पड़ता हो।

मैंने आपके बादशाह को शह दे दी है।
किश्त, शह

(chess) a direct attack on an opponent's king.

check