ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋଡ଼ା   ବିଶେଷ୍ୟ

ଅର୍ଥ : ଦଉଡ଼ି ଆଦିରେ ପଡ଼ୁଥିବା ମୋଡ଼ା

ଉଦାହରଣ : ଯେଉଁ ଦଉଡ଼ିରେ ଯେତେ ଘେରା ପଡ଼େ ତାହା ସେତେ ଟାଣ ହୁଏ

ସମକକ୍ଷ : ଘେରା

रस्सी आदि में होने वाला घुमाव।

किसी रस्सी में जितनी ऐंठन होती है वह उतनी ही मज़बूत होती है।
उकेला, ऐंठ, ऐंठन, बटन, बल, मरोड़

A tortuous and twisted shape or position.

They built a tree house in the tortuosities of its boughs.
The acrobat performed incredible contortions.
contortion, crookedness, torsion, tortuosity, tortuousness

ମୋଡ଼ା   ବିଶେଷଣ

ଅର୍ଥ : ବହୁ ଜାଗାରୁ ମୋଡ଼ି ହୋଇଯାଇଥିବା

ଉଦାହରଣ : ତା ହାତରେ ଏକ ପାଞ୍ଚ ଟଙ୍କିଆ ନୋଚାକୋଚା ନୋଟ ଅଛି

ସମକକ୍ଷ : କୋଚାମୋଚା, ନୋଚାକୋଚା, ଭାଙ୍ଗପଡ଼ା

जो कई जगहों से मुड़ा हुआ हो।

उसके हाथ में पाँच रुपए का एक तुड़ा-मुड़ा नोट है।
तुड़ा-मुड़ा, मुड़ा-तुड़ा

Uneven by virtue of having wrinkles or waves.

crinkled, crinkly, rippled, wavelike, wavy