ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଚେରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଚେରୀ   ବିଶେଷ୍ୟ

ଅର୍ଥ : କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି

ଉଦାହରଣ : ସେ ଖେତର ଚାରିଆଡ଼େ ବାଡ଼ ବୁଜି ଦେଇଛି ଅବରୋଧ ଭାଙ୍ଗି ଚୋର ପରିସର ମଧ୍ୟକୁ ପଶି ଆସିଲା

ସମକକ୍ଷ : ଅବରୋଧ, ଗେରଦ, ଘେର, ଘେରଉ, ଘେରା, ବାଡ଼, ହତା

किसी चीज़ को चारों ओर से घेरने वाली कोई चीज़।

उसने खेत के चारों ओर बाड़ लगा रखी है।
चोर बाड़ तोड़कर परिसर में घुस आए।
अवरोध, अवरोधन, आवरण, घिराव, घेर, घेरा, फेरा, बाड़, बारी, मुहासरा

A barrier that serves to enclose an area.

fence, fencing

ଅର୍ଥ : କୌଣସି ସ୍ଥାନକୁ ଘେରିବାପାଇଁ ପଥର,ଇଟା,ମାଟିଆଦି ଦ୍ୱାରା ଠିଆ କରାଯାଇଥିବା ଲମ୍ବା, ସିଧା ଓ ଉଚ୍ଚ ଗଢ଼ଣ

ଉଦାହରଣ : ପଥର ପାଚେରୀ ମଜବୁତ୍‌ ହୋଇଥାଏ

ସମକକ୍ଷ : ଦେୱାଲ

पत्थर, ईंट, मिट्टी आदि की प्रायः लंबी, सीधी और ऊँची रचना जो कोई स्थान घेरने के लिए खड़ी की जाती हैं।

पत्थर की दीवार मज़बूत होती है।
दीवार, दीवाल, देवल, भित्ति, भीत