ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘେରାଉ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘେରାଉ   ବିଶେଷ୍ୟ

ଅର୍ଥ : କୌଣସି ଅଧିକାରୀଙ୍କଠାରୁ ନିଜ ସର୍ତ୍ତ ମନେଇବାପାଇଁ ସବୁ କର୍ମଚାରୀ ଓ ବିଦ୍ୟାର୍ଥୀଙ୍କଦ୍ୱାରା ଘେରଉ କରିବା କ୍ରିୟା

ଉଦାହରଣ : ନିଜ ସମସ୍ୟାଗୁଡ଼ିକୁ ନେଇ ଛାତ୍ରମାନେ ଅଧ୍ୟକ୍ଷଙ୍କୁ ଘେରାଉ କଲେ

ସମକକ୍ଷ : ଅବରୋଧ, ଘେରଉ, ମେଳି

किसी अधिकारी से अपनी बात मनवाने के लिए कर्मचारियों, विद्यार्थियों आदि के द्वारा उसे घेरने की क्रिया।

अपनी समस्याओं को लेकर छात्रों ने प्रधानाचार्य का घेराव किया।
घेराव