ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋଟିବା   ବିଶେଷ୍ୟ

ଅର୍ଥ : ଗଡ଼ିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ପିଲାମାନଙ୍କୁ ମାଟିରେ ଗଡ଼ିବା ଭଲ ଲାଗେ

ସମକକ୍ଷ : ଗଡ଼ିବା

लोटने की क्रिया या भाव।

बच्चों को मिट्टी में लोटना अच्छा लगता है।
अवलुंठन, अवलुण्ठन, लोट, लोटना

ଲୋଟିବା   କ୍ରିୟାପଦ

ଅର୍ଥ : କାହାଠାରୁ ଜବରଦସ୍ତି ବା ଡରାଇଧମକାଇ ତାହାର କୌଣସି ବସ୍ତୁକୁ ନେଇଯିବା

ଉଦାହରଣ : ଏହି ରାସ୍ତାରେ ଚୋରମାନେ ବାଟୋଇମାନଙ୍କଠାରୁ ଲୁଟପାଟ କରନ୍ତି

ସମକକ୍ଷ : ଅପହରଣ କରିବା, ଲୁଟପାଟ କରିବା

किसी से जबरदस्ती या डरा-धमकाकर उसकी कोई वस्तु ले लेना।

इस सड़क पर लुटेरे राहगीरों को लूटते हैं।
अपहरना, मूसना, लूटना

ଅର୍ଥ : ଭୂମି ବା କୌଣସି ଆଧାର ଉପରେ ଚିତ୍‌ହୋଇ ଏପଟସେପଟ ହେବା

ଉଦାହରଣ : ନିଜ ଜିଦି ପୂରଣ କରିବାପାଇଁ ଛୋଟପିଲାମାନେ ପ୍ରାୟତଃ ତଳେ ଲୋଟିଯାନ୍ତି

ସମକକ୍ଷ : ଗଡ଼ିବା

भूमि या किसी आधार पर चित्त या पट होते हुए इधर-उधर होना।

अपनी ज़िद्द पूरी कराने के लिए बच्चे अक़सर ज़मीन पर लोटते हैं।
लोटना

Roll around.

Pigs were wallowing in the mud.
wallow, welter