ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଡ଼ାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଡ଼ାଇବା   କ୍ରିୟାପଦ

ଅର୍ଥ : ଗଡ଼ାଇବା କାମ କରାଇବା

ଉଦାହରଣ : ସେ ପିଲାଙ୍କଦ୍ୱାରା ବଲ୍ ଗଡ଼ାଉଛି

ସମକକ୍ଷ : ଗଡ଼େଇବା

लुढ़काने का काम कराना।

वह बच्चे से गेंद लुढ़कवा रहा है।
ढुलवाना, लुढ़कवाना

ଅର୍ଥ : ଟାଳିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ପ୍ରବନ୍ଧକ ସାକ୍ଷାତାକାର ଦିନ ଟଳାଇଲେ

ସମକକ୍ଷ : ଘୁଞ୍ଚାଇବା, ଟଳାଇବା, ଟାଳିବା

टालने का काम दूसरे से कराना।

प्रबंधक ने साक्षात्कार का दिन टलवा दिया।
टलवाना

ଅର୍ଥ : ଯେଉଁ ପ୍ରକାରେ ଛାଡ଼ିଲେ ବା ଧକ୍କାଦେଲେ କୌଣସି ବସ୍ତୁ ଚକ୍କର ମାରି କିଛି ଦୂରକୁ ଚାଲିଯାଏ

ଉଦାହରଣ : ତେଲପୂର୍ଣ୍ଣ ଡ୍ରମକୁ ଟ୍ରକରୁ ଓହ୍ଲାଇବାପାଇଁ ରାମୁ ତାକୁ ଗଡ଼ାଇଲା

इस प्रकार छोड़ना या धकेलना कि चक्कर खाते हुए कुछ दूर चला जाए।

तेल से भरे ड्रम को ट्रक से उतारने के लिए रामू ने उसे लुढ़काया।
ढुलकाना, ढुलाना, रोलना, लुढ़काना

Move by turning over or rotating.

The child rolled down the hill.
Turn over on your left side.
roll, turn over

ଅର୍ଥ : ସ୍ରୋତକୁ ତଳ ଆଡ଼କୁ ନେଇଯିବା

ଉଦାହରଣ : ବନ୍ଧର ପାଣି କେନାଲରେ ଗଡ଼େଇଦିଆଯାଉଛି

ସମକକ୍ଷ : ଛାଡ଼ିବା, ନିଗାଡ଼ିବା

प्रवाह को ढाल की ओर ले जाना।

बाँध का पानी नहरों में गिराया जाता है।
गिराना