ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଡ଼େଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଡ଼େଇବା   କ୍ରିୟାପଦ

ଅର୍ଥ : ଗଡ଼ାଇବା କାମ କରାଇବା

ଉଦାହରଣ : ସେ ପିଲାଙ୍କଦ୍ୱାରା ବଲ୍ ଗଡ଼ାଉଛି

ସମକକ୍ଷ : ଗଡ଼ାଇବା

लुढ़काने का काम कराना।

वह बच्चे से गेंद लुढ़कवा रहा है।
ढुलवाना, लुढ़कवाना

ଅର୍ଥ : ଅନ୍ୟ ଲୋକକୁ ଶୋଇବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ଡାକ୍ତର ରୋଗୀକୁ ଚିକିତ୍ସା କରିବାପାଇଁ ଖଟ ଉପରେ ଶୁଆଇଲେ

ସମକକ୍ଷ : ଶୁଆଇବା

दूसरे को लेटने में प्रवृत्त करना।

डाक्टर ने रोगी को जाँच पट्टिका पर लिटाया।
पौंढ़ाना, पौढ़ाना, लिटाना, लेटाना

Put in a horizontal position.

Lay the books on the table.
Lay the patient carefully onto the bed.
lay, put down, repose