ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟାଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟାଳିବା   କ୍ରିୟାପଦ

ଅର୍ଥ : ଟାଳିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ପ୍ରବନ୍ଧକ ସାକ୍ଷାତାକାର ଦିନ ଟଳାଇଲେ

ସମକକ୍ଷ : ଗଡ଼ାଇବା, ଘୁଞ୍ଚାଇବା, ଟଳାଇବା

टालने का काम दूसरे से कराना।

प्रबंधक ने साक्षात्कार का दिन टलवा दिया।
टलवाना

ଅର୍ଥ : ଟାଳିବା ପାଇଁ ବାହାନା ବନାଇବା କିମ୍ବା ଏପାଖ ସେପାଖ କଥାକହି କାହାକୁ ହଟାଇବା

ଉଦାହରଣ : ସେ ମୋର ପଇସା ଫେରାଉନାହିଁ, କେବଳ ଆଜିକାଲି କହି କଥା ଟାଳୁଛି

ସମକକ୍ଷ : କଥା ଟାଳିବା

Avoid or try to avoid fulfilling, answering, or performing (duties, questions, or issues).

He dodged the issue.
She skirted the problem.
They tend to evade their responsibilities.
He evaded the questions skillfully.
circumvent, dodge, duck, elude, evade, fudge, hedge, parry, put off, sidestep, skirt