ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଗାଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଗାଡ଼ିବା   କ୍ରିୟାପଦ

ଅର୍ଥ : ପାଣି ବା କୌଣସି ତରଳ ପଦାର୍ଥକୁ ସ୍ଥିର କରିବା ଯେଉଁଥିରେ ଗୋଳି ହୋଇଥିବା ମଇଳା ତଳେ ବସିଯିବ

ଉଦାହରଣ : ପିଇବା ପାଣିକୁ ଫିଟକିରୀ ପକାଇ ନିଗାଡ଼ନ୍ତି

पानी या अन्य किसी तरल पदार्थ को स्थिर करना जिससे उसमें घुली हुई मैल नीचे बैठ जाय।

पीने के पानी को फिटकरी डालकर निथारते हैं।
निथारना

Cause to become clear by forming a sediment (of liquids).

settle

ଅର୍ଥ : ସ୍ରୋତକୁ ତଳ ଆଡ଼କୁ ନେଇଯିବା

ଉଦାହରଣ : ବନ୍ଧର ପାଣି କେନାଲରେ ଗଡ଼େଇଦିଆଯାଉଛି

ସମକକ୍ଷ : ଗଡ଼ାଇବା, ଛାଡ଼ିବା

प्रवाह को ढाल की ओर ले जाना।

बाँध का पानी नहरों में गिराया जाता है।
गिराना