ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଡ଼ୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଡ଼ୁଆ   ବିଶେଷ୍ୟ

ଅର୍ଥ : ଅଡ଼ୁଆ ହେବାର କ୍ରିୟା ବା ଭାବ

ଉଦାହରଣ : ଏହି କାର୍ଯ୍ୟ କରିବାରେ ଅନେକ ଅଡ଼ୁଆ ଆସିପାରେ

ସମକକ୍ଷ : ଅସୁବିଧା, ଗୋଳମାଳ

उलझने की क्रिया या भाव।

इस कार्य को करने में अनेक उलझाव आ सकते हैं।
उलझाव, पेचीदगी

Trouble or confusion resulting from complexity.

perplexity

ଅଡ଼ୁଆ   ବିଶେଷଣ

ଅର୍ଥ : ଯାହାର ସମାଧାନ କରାଯାଇ ନାହିଁ

ଉଦାହରଣ : ଏହା ଏକ ଅସମାଧିତ ମାମଲା

ସମକକ୍ଷ : ଅଛିଣ୍ଡା, ଅଛିଡ଼ା, ଅସମାଧିତ, ଅସମାହିତ, ଝାମେଲା

जिसका समाधान न किया गया हो।

यह अनसुलझा मामला है।
अनसुलझा, असमाधानित

Not solved.

Many crimes remain unsolved.
Many problems remain unresolved.
unresolved, unsolved