ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଣିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଣିଆ   ବିଶେଷ୍ୟ

ଅର୍ଥ : ଝଡ଼ାଫୁଙ୍କା କରୁଥିବା ଲୋକ

ଉଦାହରଣ : ଗୁଣିଆ ରମନିୟାର ଭୂତ ଛଡ଼ାଉଛି

झाड़-फूँक करने वाला व्यक्ति।

ओझाजी रमनिया का भूत उतार रहे हैं।
आमिर, आमिल, ओझा, सयाना, साधक, सोखा, स्याना

Someone who is believed to heal through magical powers.

witch doctor

ଅର୍ଥ : ଗୁଣୀ ଗାରେଡି କରୁଥିବା ତଥା ବିଷ ନାଶକ ଔଷଧ ବିକ୍ରି କରୁଥିବା ଲୋକ

ଉଦାହରଣ : ମୁଁ କୌଣସି ଗୁଣିଆର ଫାନ୍ଦରେ ପଡିବାର ଲୋକ ନୁହେଁ

जादू-टोना करने वाला तथा विष नाशक औषधियाँ बेचने वाला व्यक्ति।

मैं किसी गारुड़िक के चक्कर में नहीं पड़ने वाली हूँ।
गारुड़िक

ଅର୍ଥ : ଯେ କୁହୁକ ବା ଯାଦୁ କରନ୍ତି

ଉଦାହରଣ : ଗାଁରେ ଆଜି ବି ଲୋକେ ଗୁଣିଆମାନଙ୍କ ପ୍ରତି ସାବଧାନ ରହନ୍ତି

ସମକକ୍ଷ : ବାଜିଗର, ଯାଦୁକର

वह जो टोना या जादू करता हो।

गाँव में आज भी लोग टोनहों से सावधान रहते हैं।
टोनहा, टोनहाया

One who practices magic or sorcery.

magician, necromancer, sorcerer, thaumaturge, thaumaturgist, wizard

ଅର୍ଥ : ମନ୍ତ୍ରଦ୍ୱାରା ସାପର ବିଷ ଝାଡ଼ିବାବାଲା

ଉଦାହରଣ : ଗାରୁଡ଼ି ବାରଂବାର ମନ୍ତ୍ର ପଢ଼ି ସାପ କାମୁଡ଼ା ବ୍ୟକ୍ତିକୁ ଫୁଙ୍କୁଥିଲା

ସମକକ୍ଷ : ଗାରୁଡ଼ି

मंत्र द्वारा सर्प का विष उतारने वाला व्यक्ति।

गारुड़ी बार-बार मंत्र पढ़कर सर्प द्वारा काटे गए व्यक्ति के ऊपर फूँक रहा था।
गारुड़ि, गारुड़िक, गारुड़ी

ଗୁଣିଆ   ବିଶେଷଣ

ଅର୍ଥ : ଗୁଣି କରୁଥିବା ବ୍ୟକ୍ତି

ଉଦାହରଣ : ଗୁଣିଆକୁ ଲୋକେ ଡରନ୍ତି

ସମକକ୍ଷ : ତାନ୍ତ୍ରିକ

टोना करनेवाला।

टोनहे व्यक्ति से लोग डरते हैं।
टोनहा

ଅର୍ଥ : ମନ୍ତ୍ର ତନ୍ତ୍ର କରୁଥିବା ଲୋକ

ଉଦାହରଣ : ସେ ପ୍ରତିଶୋଧ ନେବାପାଇଁ ତାନ୍ତ୍ରିକର ସହାୟତା ନେଲା

ସମକକ୍ଷ : କାପାଳିକ, ତାନ୍ତ୍ରିକ

मंत्र-तंत्र करने वाला।

उसने दुश्मनी निकालने के लिए अभिचारी व्यक्ति की सहायता ली।
अभिचारक, अभिचारी