ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାରୁଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାରୁଡ଼ି   ବିଶେଷ୍ୟ

ଅର୍ଥ : ମନ୍ତ୍ରଦ୍ୱାରା ସାପର ବିଷ ଝାଡ଼ିବାବାଲା

ଉଦାହରଣ : ଗାରୁଡ଼ି ବାରଂବାର ମନ୍ତ୍ର ପଢ଼ି ସାପ କାମୁଡ଼ା ବ୍ୟକ୍ତିକୁ ଫୁଙ୍କୁଥିଲା

ସମକକ୍ଷ : ଗୁଣିଆ

मंत्र द्वारा सर्प का विष उतारने वाला व्यक्ति।

गारुड़ी बार-बार मंत्र पढ़कर सर्प द्वारा काटे गए व्यक्ति के ऊपर फूँक रहा था।
गारुड़ि, गारुड़िक, गारुड़ी