ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧର୍ମର ଆଡ଼ମ୍ବର ଆଳରେ ସ୍ୱାର୍ଥ ସାଧନ କରୁଥିବା ଲୋକ
ଉଦାହରଣ : ଠକ ଭଣ୍ଡ ବାବା ଚକ୍କରରେ ପଡ଼ି ମୋହିନୀ ବହୁତ ପଶ୍ଚାତାପ କରୁଛି
ସମକକ୍ଷ : ଠକ ବାବା, ଭଣ୍ଡବାବା
धर्म का आडम्बर खड़ा करके स्वार्थ साधनेवाला मनुष्य।
A person who makes deceitful pretenses.
ଅର୍ଥ : ମାଂସ ଆଦି ଖାଉଥିବା ଶୈବମତାବଲମ୍ବୀ ତାନ୍ତ୍ରିକ ସାଧୁ
ଉଦାହରଣ : କାପାଳିକ ନିଜ ହାତରେ ମଣିଷର ଖପୁରି ଧରିଥାନ୍ତି
शैवमत का तांत्रिक साधु जो मांस आदि खाता है।
ଅର୍ଥ : ମନ୍ତ୍ର ତନ୍ତ୍ର କରୁଥିବା ଲୋକ
ଉଦାହରଣ : ସେ ପ୍ରତିଶୋଧ ନେବାପାଇଁ ତାନ୍ତ୍ରିକର ସହାୟତା ନେଲା
ସମକକ୍ଷ : ଗୁଣିଆ, ତାନ୍ତ୍ରିକ
मंत्र-तंत्र करने वाला।
ସଂସ୍ଥାପନ କରନ୍ତୁ