ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଜିଗର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଜିଗର   ବିଶେଷ୍ୟ

ଅର୍ଥ : ଯେ ଯାଦୁଖେଳ କରେ

ଉଦାହରଣ : ଯାଦୁକର ରୁମାଲକୁ ଫୁଲରେ ପରିଣତ କରିଦେଲା

ସମକକ୍ଷ : ଐନ୍ଦ୍ରଜାଲିକ, ଯାଦୁଗର

वह जो जादू के खेल करता हो।

जादूगर ने रूमाल को फूल बना दिया।
ऐंद्रजालिक, जादूगर, बट्टेबाज, बट्टेबाज़, बाज़ीगर, बाजीगर, मायावी, शौभिक

Someone who performs magic tricks to amuse an audience.

conjurer, conjuror, illusionist, magician, prestidigitator

ଅର୍ଥ : ଯେ କୁହୁକ ବା ଯାଦୁ କରନ୍ତି

ଉଦାହରଣ : ଗାଁରେ ଆଜି ବି ଲୋକେ ଗୁଣିଆମାନଙ୍କ ପ୍ରତି ସାବଧାନ ରହନ୍ତି

ସମକକ୍ଷ : ଗୁଣିଆ, ଯାଦୁକର

वह जो टोना या जादू करता हो।

गाँव में आज भी लोग टोनहों से सावधान रहते हैं।
टोनहा, टोनहाया

One who practices magic or sorcery.

magician, necromancer, sorcerer, thaumaturge, thaumaturgist, wizard