ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୋଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୋଲା   ବିଶେଷ୍ୟ

ଅର୍ଥ : ନଗ୍ନ ହେବା ଅବସ୍ଥା ବା ଭାବ

ଉଦାହରଣ : ଆଜିକାଲିର ସିନେମା ନଗ୍ନତାରେ ପୂର୍ଣ୍ଣ

ସମକକ୍ଷ : ନଗ୍ନତା, ନଙ୍ଗଳା, ବସ୍ତ୍ରହୀନତା, ଲଙ୍ଗଳା

नग्न होने की अवस्था या भाव।

आज की फिल्में नग्नता से भरी होती हैं।
नंगापन, नग्नता, परिधानहीनता, वसनहीनता

The state of being without clothing or covering of any kind.

nakedness, nudeness, nudity

ଖୋଲା   କ୍ରିୟା ବିଶେଷଣ

ଅର୍ଥ : କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ

ଉଦାହରଣ : ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି

ସମକକ୍ଷ : ଖୋଲାଭାବେ, ନଲୁଚାଇ, ସଫା, ସଫା-ସଫା, ସ୍ପଷ୍ଟ, ସ୍ପଷ୍ଟକରି, ସ୍ପଷ୍ଟତଃ

In an easily perceptible manner.

Could be seen clearly under the microscope.
She cried loud and clear.
clear, clearly

ଖୋଲା   ବିଶେଷଣ

ଅର୍ଥ : ଫେରସ୍ତ ଫେରା ହୋଇନଥିବା

ଉଦାହରଣ : ସେ ମୋ ପଡ଼ୋଶୀଙ୍କ ଖୋଲା ଧନ ଫେରାଇ ଦେଲେଅନାବୃତ୍ତ ଜୀବର ମୁକ୍ତି ହୁଏ ବୋଲି ବିଚାର କରାଯାଏ

ସମକକ୍ଷ : ଅନାବୃତ୍ତ, ଉନ୍ମୁକ୍ତ

वापस न लौटाया हुआ।

उसने मेरे पड़ोसी के अनावृत्त धन लौटा दिए।
अनावृत्त जीव की ही मुक्ति मानी जाती है।
अनावृत्त

ଅର୍ଥ : ଯାହା ଢଙ୍କା ବା ଆବୃତ ନୁହେଁ

ଉଦାହରଣ : ଖୋଲା ଜିନିଷକୁ ଢାଙ୍କି ରଖ

ସମକକ୍ଷ : ଅନାଚ୍ଛାଦିତ, ଅନାବୃତ୍ତ, ଅଢ଼ଙ୍କା, ଆବରଣହୀନ

Not covered with clothing.

Her exposed breast.
exposed, uncovered

ଅର୍ଥ : ଯାହା ବନ୍ଧା ହୋଇନାହିଁ

ଉଦାହରଣ : ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି

ସମକକ୍ଷ : ଉନ୍ମୁକ୍ତ, ବନ୍ଧନମୁକ୍ତ, ବନ୍ଧନହୀନ, ମୁକ୍ତ

Not restrained or tied down by bonds.

unbound

ଅର୍ଥ : ଯେଉଁଥିରେ ସ୍ୱୀକାର କରିବା ବା କିଛି କରିବାର ସମ୍ଭାବନା ଥାଏ

ଉଦାହରଣ : ପ୍ରଶ୍ନପାଇଁ ଏହି ବିଷୟ ଉନ୍ମୁକ୍ତ ରହିଛି

ସମକକ୍ଷ : ଉନ୍ମୁକ୍ତ

* जिसमें स्वीकार करने या कुछ करने देने की संभावना हो।

प्रश्न के लिए यह विषय खुला है।
खुला

Possibly accepting or permitting.

A passage capable of misinterpretation.
Open to interpretation.
An issue open to question.
The time is fixed by the director and players and therefore subject to much variation.
capable, open, subject

ଅର୍ଥ : ଯାହା ଗୁପ୍ତ ନୁହେଁ

ଉଦାହରଣ : ଏହା ଖୋଲାକଥା ଏହାକୁ ଆପଣ ବି ଜାଣି ପାରନ୍ତି

ସମକକ୍ଷ : ଅଗୁପ୍ତ, ଅନିଭୃତ

जो गुप्त या छिपा न हो।

यह अगुप्त बात है, इसे आप भी जान सकते हैं।
अगुप्त, अनिभृत, खुला

Not concealed or hidden.

Her unconcealed hostility poisoned the atmosphere.
Watched with unconcealed curiosity.
unconcealed

ଅର୍ଥ : ଯାହା ବନ୍ଦ ନ ହୋଇଛି

ଉଦାହରଣ : କୁକୁର ଖୋଲା ଦୁଆର ବାଟେ ଭିତରକୁ ଆସିଲା

ସମକକ୍ଷ : ଅନାବୃତ, ଉନ୍ମୁକ୍ତ

जो बंद न हो या जिसे खोला गया हो।

कुत्ता खुले दरवाजे से अंदर आया।
उघरारा, उघाड़ा, उघारा, खुला