ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବରଣହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବରଣହୀନ   ବିଶେଷଣ

ଅର୍ଥ : ଯାହା ଢଙ୍କା ବା ଆବୃତ ନୁହେଁ

ଉଦାହରଣ : ଖୋଲା ଜିନିଷକୁ ଢାଙ୍କି ରଖ

ସମକକ୍ଷ : ଅନାଚ୍ଛାଦିତ, ଅନାବୃତ୍ତ, ଅଢ଼ଙ୍କା, ଖୋଲା

Not covered with clothing.

Her exposed breast.
exposed, uncovered

ଅର୍ଥ : ଯେଉଁଥିରେ କବଚ ବା ଆବରଣ ନାହିଁ

ଉଦାହରଣ : ସେ ସିଝା ତଥା ଖୋଳପାଛଡ଼ା ଅଣ୍ଡା ଖାଉଛି

ସମକକ୍ଷ : ଖୋଳପା ଛଡ଼ା, ଚୋପାଛଡ଼ା

जिसमें कवच या आवरण न हों।

वह उबले तथा कवचहीन अंडे खा रहा है।
आवरणहीन, कवचहीन

Of animals or fruits that have no shell.

shell-less, unshelled

ଅର୍ଥ : ଯାହା ଆଗରେ କୌଣସି ଆବରଣ ନାହିଁ

ଉଦାହରଣ : ଆବରଣହୀନ ଦ୍ୱାରଦେଇ ଘରର ପ୍ରତ୍ୟେକ ବସ୍ତୁ ଉଙ୍କି ମାରୁଥିଲା

ସମକକ୍ଷ : ଆବରଣରହିତ

जिसके आगे कोई पर्दा न हो।

बेपर्दा दरवाज़ों से घर की एक-एक वस्तुएँ झाँक रही थीं।
अरोधन, आवरणरहित, बेपर्दा

Not provided with curtains.

Blank, curtainless windows stared back at her.
curtainless, uncurtained

ଅର୍ଥ : ଯେ ଓଢ଼ଣା ପକାଇନାହିଁ

ଉଦାହରଣ : ମୁଲ୍ଲାଜୀ କେତେକ ପର୍ଦ୍ଦାହୀନ ସ୍ତ୍ରୀମାନଙ୍କସହିତ ଥଟାମଜା କରୁଥିଲେ

ସମକକ୍ଷ : ପର୍ଦ୍ଦାହୀନ

जो घूँघट न निकालती हो।

मुल्ला जी कुछ बेपर्दा औरतों से हंसी-मज़ाक कर रहे थे।
बेपर्दा