ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାବୃତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାବୃତ୍ତ   ବିଶେଷଣ

ଅର୍ଥ : ଫେରସ୍ତ ଫେରା ହୋଇନଥିବା

ଉଦାହରଣ : ସେ ମୋ ପଡ଼ୋଶୀଙ୍କ ଖୋଲା ଧନ ଫେରାଇ ଦେଲେଅନାବୃତ୍ତ ଜୀବର ମୁକ୍ତି ହୁଏ ବୋଲି ବିଚାର କରାଯାଏ

ସମକକ୍ଷ : ଉନ୍ମୁକ୍ତ, ଖୋଲା

वापस न लौटाया हुआ।

उसने मेरे पड़ोसी के अनावृत्त धन लौटा दिए।
अनावृत्त जीव की ही मुक्ति मानी जाती है।
अनावृत्त

ଅର୍ଥ : ଯାହା ଢଙ୍କା ବା ଆବୃତ ନୁହେଁ

ଉଦାହରଣ : ଖୋଲା ଜିନିଷକୁ ଢାଙ୍କି ରଖ

ସମକକ୍ଷ : ଅନାଚ୍ଛାଦିତ, ଅଢ଼ଙ୍କା, ଆବରଣହୀନ, ଖୋଲା

Not covered with clothing.

Her exposed breast.
exposed, uncovered

ଅର୍ଥ : ଯେଉଁଥିରେ ଆବୃତ୍ତିର ଅଭାବ

ଉଦାହରଣ : କିଛି କର୍ମ ଅନାବୃତ୍ତ

जिसमें आवृत्ति का अभाव हो।

कुछ कर्म अनावृत्त होते हैं।
अनावर्ती, अनावृत्त

With no protection or shield.

The exposed northeast frontier.
Open to the weather.
An open wound.
exposed, open