ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁକ୍ତ   ବିଶେଷଣ

ଅର୍ଥ : ଯେ ନିଜର କାର୍ଯ୍ୟ ବା କର୍ତ୍ତବ୍ୟରୁ ମୁକ୍ତ ହୋଇସାରିଛି

ଉଦାହରଣ : ସେ ସାଂସାରିକ ମୋହରୁ ନିବୃତ୍ତ ହୋଇ ସନ୍ୟାସ ଗ୍ରହଣ କରିଛନ୍ତି ମୁଁ ନିଜ କାମରୁ ମୁକ୍ତ ହୋଇଗଲି

ସମକକ୍ଷ : ନିବୃତ୍ତ, ବିରତ

जो अपने कार्य या कर्तव्य से मुक्त हो चुका हो।

उसने सांसारिक मोह से निवृत्त होकर संन्यास ले लिया।
मैं अपने काम से विरत हो गया।
निवृत्त, विमुख, विरत, श्रांत

ଅର୍ଥ : ଯାହା ବନ୍ଧା ହୋଇନାହିଁ

ଉଦାହରଣ : ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି

ସମକକ୍ଷ : ଉନ୍ମୁକ୍ତ, ଖୋଲା, ବନ୍ଧନମୁକ୍ତ, ବନ୍ଧନହୀନ

Not restrained or tied down by bonds.

unbound

ଅର୍ଥ : ଯେ ବଶକୁ ଆସେନାହିଁ

ଉଦାହରଣ : ମନ ବଶହୀନ ନୁହେଁ; ଧ୍ୟାନ, ଯୋଗଆଦି ଦ୍ୱାରା ଏହାକୁ ବଶକୁ ଅଣାଯାଇପାରେ

ସମକକ୍ଷ : ଅବଶ, ବଶହୀନ

जो वश में न आ सके।

मन अवश्य नहीं है,इसे ध्यान,योग आदि द्वारा वश में किया जा सकता है।
अवश्य

Impossible to repress or control.

An irrepressible chatterbox.
Uncontrollable laughter.
irrepressible, uncontrollable

ଅର୍ଥ : (କବିତାର ସେହି ପ୍ରକାର) ଯାହାର ଶେଷ ପାଦର ଉପଧା ବା ଅନ୍ତାକ୍ଷର ମେଳ ହୁଏନାହିଁ

ଉଦାହରଣ : ଏହା ମୁକ୍ତ ପଦାବଳୀର ପୁସ୍ତକ

ସମକକ୍ଷ : ଅନ୍ତାକ୍ଷରହୀନ, ମେଳହୀନ

(कविता का वह प्रकार) जिसके अंतिम चरणों का तुक या क़ाफ़िया न मिलता हो।

यह अतुकांत पदावली की पुस्तक है।
अतुकांत, तुकहीन, मुक्त

Not having rhyme.

Writing unrhymed blank verse is like playing tennis without a net.
rhymeless, rimeless, unrhymed, unrimed