ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟଥା   ବିଶେଷ୍ୟ

ଅର୍ଥ : ଉଗ୍ର ବା ବହୁତ କଷ୍ଟଦାୟକ ପୀଡ଼ା ବିଶେଷତଃ ହାର୍ଦ୍ଦିକ ବା ମାନସିକ ପୀଡ଼ା

ଉଦାହରଣ : ମୋର ହୃଦୟର ବେଦନା କେହି ବୁଝି ପାରିବେ ନାହିଁ

ସମକକ୍ଷ : କ୍ଲେଶ, ବେଦନା

उग्र या बहुत कष्टदायक पीड़ा विशेषतः हार्दिक या मानसिक पीड़ा।

मेरे हृदय की वेदना कोई नहीं समझता।
अनुसाल, अर्ति, आधि, क्लेश, दरद, दर्द, बेदना, वेदना, व्यथा, हूक

A mental pain or distress.

A pang of conscience.
pang, sting

ଅର୍ଥ : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି

ଉଦାହରଣ : ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା

ସମକକ୍ଷ : ଆଘାତ, କ୍ଷତି

किसी के द्वारा पहुँचाई हुई हानि।

मोहन ने सोहन की दुकान में आग लगाकर उसे आर्थिक चोट पहुँचाई।
चोट

The act of damaging something or someone.

damage, harm, hurt, scathe