ଅର୍ଥ : ପଞ୍ଝାରେ ତବଲା, ମୃଦଙ୍ଗ ଉପରେ କରାଯାଉଥିବା ଆଘାତ
ଉଦାହରଣ :
ସେ ତବଲାରେ ଏତେ ଜୋରରେ ଆଘାତ କଲା ଯେ ତାହା ଫାଟିଗଲା
ଅର୍ଥ : ମୃଦୁ ଧକ୍କା ବା ଆଘାତ
ଉଦାହରଣ :
ଘାଆକୁ ଫୋଡ଼ିବାପାଇଁ ଟିକେ ଆଘାତ ଯଥେଷ୍ଟ ହେବ
ଅର୍ଥ : ଧକ୍କା ବା ବିଧା ମାରିବା କ୍ରିୟା
ଉଦାହରଣ :
ଚଙ୍ଗଚଙ୍ଗିଆ ପହିଲିମାନ ମୋଟା ପହିଲିମାନକୁ ଏକ ଜୋରଦାରିଆ ଆଘାତ ଦେଲା
ଅର୍ଥ : ଆଘାତ ବା ମୋଡ଼ିହେବା କ୍ରିୟା ବା ଭାବ
ଉଦାହରଣ :
ମୁଁ ଆଘାତ ଯୋଗୁ ବେକ ବୁଲେଇପାରୁନାହିଁ
ସମକକ୍ଷ : ଖୁଞ୍ଚିହେବା, ମୋଡ଼ିହେବା
ଅର୍ଥ : ଆଘାତ ଲାଗିବାରୁ ହେଉଥିବା ଦର୍ଦର ଅବସ୍ଥା ବା ଭାବ
ଉଦାହରଣ :
ଖସି ପଡ଼ିବାରୁ ମୋହନ ଗୋଡ଼ରେ ଆଘାତ ଲାଗିଗଲା
ଅର୍ଥ : ଆହତ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଆଘାତ ପରେ ବି ସେ କାମ କରୁଥିଲା