ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କରଜଗ୍ରହୀତାଙ୍କ ଋଣ ବା ଅପରାଧୀଙ୍କ ଜରିମାନା ଆଦାୟ କରିବା ନିମନ୍ତେ ରାଜ୍ୟଦ୍ୱାରା ତାଙ୍କର ସମ୍ପତ୍ତି ଉପରେ ଅଧିକାର
ଉଦାହରଣ : ଋଣ ଫେରେଇ ନ ଥିବା କୃଷକଙ୍କ କୋରଖ କରାଯାଉଛି
ସମକକ୍ଷ : କୋରକ, କ୍ରୋକ
कर्जदार का ऋण या अपराधी का जुर्माना वसूल करने के लिए राज्य द्वारा उसकी संपत्ति पर किया गया अधिकार।
Placing private property in the custody of an officer of the law.
ଅର୍ଥ : ଅଧିକାରୀ ଅଥବା ରାଜ୍ୟଦ୍ୱାରା ଦଣ୍ଡ ସ୍ୱରୂପ କୌଣସି ଅପରାଧୀର ସଂପତ୍ତି ହରଣ
ଉଦାହରଣ : ଲାଲାଜୀଙ୍କ ସବୁ ସମ୍ପତ୍ତି ଜବତ ହୋଇଛି
ସମକକ୍ଷ : ଜବତ
अधिकारी अथवा राज्य द्वारा दंड स्वरूप किसी अपराधी की संपत्ति का हरण।
Seizure by the government.
ସଂସ୍ଥାପନ କରନ୍ତୁ