ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସହାୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସହାୟ   ବିଶେଷ୍ୟ

ଅର୍ଥ : ଏକୁଟିଆ ରହିବାବାଲା ବ୍ୟକ୍ତି ବା ଲୋକଙ୍କ ସହିତ ମିଳାମିଶା ନ କରିବାବାଲା ବ୍ୟକ୍ତି

ଉଦାହରଣ : ସେ ଏକୁଟିଆ ଅଛି

ସମକକ୍ଷ : ଏକୁଟିଆ

अकेले रहने वाला या लोगों से न घुलने-मिलने वाला व्यक्ति।

वह अकलसुरा है।
अकल-सुरा, अकलसुरा

ଅର୍ଥ : ଯାହାର କେହି ସାହାରା ନାହିଁ

ଉଦାହରଣ : ଆମେ ଅସହାୟଙ୍କୁ ସହାୟତା କରିବା ଉଚିତ

ସମକକ୍ଷ : ଅନାଶ୍ରିତ, ଅନାଶ୍ରୟ, ନିରାଶ୍ରିତ, ନିରାଶ୍ରୟ, ନିସହାୟ

वह जिसका कोई सहारा न हो।

हमें असहायों की सहायता करनी चाहिए।
अनाश्रय, अनाश्रित, असहाय, निःसहाय, निराश्रय, निराश्रित, निस्सहाय

ଅସହାୟ   ବିଶେଷଣ

ଅର୍ଥ : ଯାହାର କେହି ସାହାରା ନାହାନ୍ତି

ଉଦାହରଣ : ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି

ସମକକ୍ଷ : ଅନାଥ, ଅବଲମ୍ବନହୀନ, ନିଃସହାୟ

Lacking help.

unassisted

ଅର୍ଥ : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି

ଉଦାହରଣ : ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା

ସମକକ୍ଷ : ଅନାଥ, ଆଶ୍ରୟହୀନ, ଛେଉଁଣ୍ଡ, ପିତୃମାତୃହୀନ

जिसका कोई पालन-पोषण करनेवाला न हो।

श्याम ने अपना सारा जीवन अनाथ बच्चों की परवरिश में बिता दिया।
अनाथ, छेमंड, टूगर, निगोड़ा नाथा, बेकस, बैतला, मुरहा, यतीम, ला-वारिस, लावारिस