ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକାକୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକାକୀ   ବିଶେଷ୍ୟ

ଅର୍ଥ : ଏକୁଟିଆ ହେବା ଅବସ୍ଥା ବା ଭାବ

ଉଦାହରଣ : ମୋ ମନ ନିସଂଗତାରେ ବିଚଳିତ ହୁଏ

ସମକକ୍ଷ : ନିସଂଗତା, ବିଜନତା

तनहा या अकेले होने की दशा या भाव।

मेरा मन अकेलेपन से घबराता है।
अकेलापन, इकताई, इकलाई, तनहाई, तन्हाई

ଏକାକୀ   କ୍ରିୟା ବିଶେଷଣ

ଅର୍ଥ : ଅନ୍ୟ କାହା ବିନା

ଉଦାହରଣ : ସେ ଘରେ ଏକୁଟିଆ ଅଛିସେ ଏକୁଟିଆ ଜାଉଥିଲା

ସମକକ୍ଷ : ଏକୁଟିଆ, ଏକେଲା

बिना किसी साथ के।

वह घर पर अकेला है।
वह अकेले जा रहा था।
अकेला, इकेला, एकंग, एकमेव, एकाकी, केवल, ख़ाली, खाली, तनहा, तन्हा, निपट, बस, महज़, मात्र, सिर्फ, सिर्फ़

ଏକାକୀ   ବିଶେଷଣ

ଅର୍ଥ : ଅନ୍ୟ କେହି ଯାହାର ସମକକ୍ଷ ନୁହଁନ୍ତି

ଉଦାହରଣ : ଆହା କି ଅନୁପମ ଦୃଶ୍ୟ ସେ ନିଜ ଭିତରେ ନିଜେ ଏକାକୀ

ସମକକ୍ଷ : ଅତୁଳନୀୟ, ଅଦ୍ୱିତୀୟ, ଅନୁପମ, ଅପୂର୍ବ, ଅପ୍ରତିମ, ଅସାଧାରଣ, ନିଆରା, ସ୍ୱୟଂ

Eminent beyond or above comparison.

Matchless beauty.
The team's nonpareil center fielder.
She's one girl in a million.
The one and only Muhammad Ali.
A peerless scholar.
Infamy unmatched in the Western world.
Wrote with unmatchable clarity.
Unrivaled mastery of her art.
matchless, nonpareil, one, one and only, peerless, unmatchable, unmatched, unrivaled, unrivalled

ଅର୍ଥ : ଯାହାଙ୍କ ସହିତ ଆଉ କେହି ନାହାଁନ୍ତି

ଉଦାହରଣ : ସେ ଏକୁଟିଆ ଜୀବନ ବିତାଉଛନ୍ତି

ସମକକ୍ଷ : ଏକା, ଏକୁଟିଆ, ଏକେଲା, ନିଃସଙ୍ଗ

Lacking companions or companionship.

He was alone when we met him.
She is alone much of the time.
The lone skier on the mountain.
A lonely fisherman stood on a tuft of gravel.
A lonely soul.
A solitary traveler.
alone, lone, lonely, solitary