ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସେହିସ୍ଥାନ ଯେଉଁଠାରେ କେହିନଥାନ୍ତି
ଉଦାହରଣ : କିଛିଲୋକ ନିର୍ଜନ ସ୍ଥାନରେ ବାସକରିବାକୁ ପସନ୍ଦ କରନ୍ତି ସଂଧ୍ୟା ବେଳେ ଏକୁଟିଆ ଯାଅନାହିଁ
ସମକକ୍ଷ : ଏକାନ୍ତ, ଏକୁଟିଆ, ନିର୍ଜନ ସ୍ଥାନ, ଲୋକଶୂନ୍ୟ, ଶୁନଶାନ୍
वह स्थान जहाँ कोई न हो।
A solitary place.
ଅର୍ଥ : ଯେଉଁଠାରେ କୌଣସି ବ୍ୟକ୍ତି ନଥାନ୍ତି ବା ବ୍ୟକ୍ତିମାନଙ୍କ ସଂଖ୍ୟା ବହୁତ କମ୍ଥାଏ
ଉଦାହରଣ : ସାଧୁ ନିର୍ଜନ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି
ସମକକ୍ଷ : ଏକାନ୍ତ, ଜନଶୂନ୍ୟ, ନିଭୃତ, ବିଜନ, ଶୁନଶାନ୍
जहाँ कोई व्यक्ति न रहता हो या व्यक्तियों की संख्या बहुत ही कम हो।
ସଂସ୍ଥାପନ କରନ୍ତୁ
अमेजन से खरीदेँ