ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୋଗ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ବ୍ୟବହାରରେ ସୁଖ ବା ମଜା ନେବାର କ୍ରିୟା

ଉଦାହରଣ : ଏହି କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ କାର୍ଯ୍ୟାଳୟର ବସ୍ତୁଗୁଡ଼ିକର ଖୁବ୍‌ ଉପଭୋଗ କରୁଛନ୍ତି

ସମକକ୍ଷ : ଉପଭୋଗ, ସେବନ

किसी वस्तु के व्यवहार से सुख या मजा लेने की क्रिया।

इस कार्यालय के सभी पदाधिकारी कार्यालयी वस्तुओं का खूब उपभोग करते हैं।
अनुभोग, आभोग, उपभोग, भोग, सुख भोग, सेवन

Act of receiving pleasure from something.

delectation, enjoyment

ଅର୍ଥ : କୌଣସି ଦେବତାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଉଥିବା ଭୋଜ୍ୟପଦାର୍ଥ

ଉଦାହରଣ : ଭଗବାନଙ୍କ ପୂଜାରେ ମୁଁ ନୈବେଦ୍ୟ ଦେଉଛି

ସମକକ୍ଷ : ନୈବେଦ୍ୟ

भोज्यपदार्थ जो किसी देवता पर अर्पण किया जाय।

भगवान की पूजा में नैवेद्य चढ़ाते हैं।
नैवेद्य, भोग

ଅର୍ଥ : ସୁଖ ଦୁଃଖଆଦି ଅନୁଭବ କରିବାର ପ୍ରକ୍ରିୟା

ଉଦାହରଣ : ମଣିଷକୁ ନିଜ କର୍ମଫଳ ଭୋଗ କରିବାକୁ ହିଁ ପଡ଼େ

सुख-दुख आदि का अनुभव करने की क्रिया।

मनुष्य का जन्म अपने कर्मों के फलों के भोग के लिए ही होता है।
भोग

Act of receiving pleasure from something.

delectation, enjoyment

ଅର୍ଥ : ଦେବତାଙ୍କୁ ଯେଉଁ ଖାଦ୍ୟ ବା ପାନୀୟ ବସ୍ତୁ ଅର୍ପଣ କରାଯାଇଛି

ଉଦାହରଣ : ପ୍ରବଚନ ପରେ ପ୍ରସାଦ ବିତରଣ କରାଗଲା

ସମକକ୍ଷ : ପ୍ରସାଦ

वह खाने या पीने की वस्तु जो देवता को चढ़ाई जा चुकी हो।

कथा समाप्ति के बाद प्रसाद वितरण किया गया।
परसाद, परसादी, प्रसाद, प्रसादी