ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁକୂଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁକୂଳ   ବିଶେଷ୍ୟ

ଅର୍ଥ : ଏକ କାବ୍ୟାଳଙ୍କାର

ଉଦାହରଣ : ଅନୁକୂଳରେ ପ୍ରତିକୂଳଦ୍ୱାରା ଅନୁକୂଳ ପଦାର୍ଥର ସିଦ୍ଧି ପ୍ରଦର୍ଶନ କରାଯାଏ

एक काव्यालंकार।

अनुकूल में प्रतिकूल के द्वारा अनुकूल पदार्थ की सिद्धि प्रदर्शित की जाती है।
अनुकूल

ଅର୍ଥ : କାର୍ଯ୍ୟର ଆରମ୍ଭ

ଉଦାହରଣ : ଏହି କାର୍ଯ୍ୟର ଅନୁକୂଳ କେବେ ହେବ ?

ସମକକ୍ଷ : ଉପକ୍ରମ

कार्य का आरम्भ।

इस कार्य का अनुष्ठान कौन करेगा?
अनुष्ठान, आचरण, उपक्रम

The act of starting something.

He was responsible for the beginning of negotiations.
beginning, commencement, start

ଅନୁକୂଳ   ବିଶେଷଣ

ଅର୍ଥ : ଯାହା କାହାରି ଅନୁରୂପ ବା ସାଦୃଶ୍ୟ

ଉଦାହରଣ : ଆପଣଙ୍କ ସଦୃଶ କାମ କରିବା ମୋ କ୍ଷମତା ମଧ୍ୟରେ ନାହିଁ ତାହାର କାମ ମୋତେ ଅନୁକୂଳ ହେଉଛି

ସମକକ୍ଷ : ଅନୁରୂପ, ଅନୁସାର, ପରି, ମୁତାବିକ, ସଦୃଶ, ସପକ୍ଷ

जो किसी के अनुरूप या मुआफिक हो।

आपके अनुकूल कर्म करना मेरे वश में नहीं है।
उसका काम मुझे रास आता है।
अनुकूल, अनुगत, अनुरूप, अनुसर, अनुसार, अविरुद्ध, अविरोधी, प्रवण, माफ़िक, माफिक, माफिक़, मुआफ़िक़, मुआफिक, मुताबिक, मुताबिक़, मुताबिक़, मुवाफिक, रास