ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂତ୍ରପାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂତ୍ରପାତ   ବିଶେଷ୍ୟ

ଅର୍ଥ : କୌଣସି କାମର ଆରମ୍ଭ ହେବା କ୍ରିୟା

ଉଦାହରଣ : ଗାନ୍ଧିଜୀ ଗୋଟିଏ ନୂଆ ଯୁଗର ସୂତ୍ରପାତ କରିଥିଲେ

किसी काम के प्रारम्भ होने की क्रिया।

गाँधीजी ने एक नए युग का सूत्रपात किया था।
सूत्रपात

ଅର୍ଥ : କୈଣସି ଏଭଳି କାମର ଆରମ୍ଭ ଯାହାର ପ୍ରତିକାରରେ କିଛି କରିବାର ସଂଭାବନା ଥାଏ

ଉଦାହରଣ : ରାଜା ରାମମୋହନ ରାୟ ବିଧବା ବିବାହର ସୂତ୍ରପାତ କରିଥିଲେ

ସମକକ୍ଷ : ଉପକ୍ରମ

किसी ऐसे काम का आरम्भ जिसके प्रतिकार में कुछ किए जाने की संभावना हो।

राजा राममोहन राय ने विधवा-विवाह की पहल की।
पहल, पहलकदमी, पहलक़दमी

The first of a series of actions.

first step, initiative, opening, opening move