ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିକଶିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିକଶିତ   ବିଶେଷଣ

ଅର୍ଥ : ଯାହା ବୃଦ୍ଧି ପାଉଛି ବା ବିକଶିତ ହେଉଛି

ଉଦାହରଣ : ତାର ବଢ଼ନ୍ତି ବେପାର ହଠାତ୍‌ ବନ୍ଦ ହୋଇଗଲା

ସମକକ୍ଷ : ବଢ଼ନ୍ତି, ବଢ଼ିଲା

जो फल-फूल रहा हो या विकास कर रहा हो।

उसका फलता-फूलता व्यापार अचानक चौपट हो गया।
फलता-फूलता, फलता-फूलता हुआ

Very lively and profitable.

Flourishing businesses.
A palmy time for stockbrokers.
A prosperous new business.
Doing a roaring trade.
A thriving tourist center.
Did a thriving business in orchids.
booming, flourishing, palmy, prospering, prosperous, roaring, thriving

ଅର୍ଥ : ଫୁଟିଲା ବା ଖେଳିଲା

ଉଦାହରଣ : ସୂର୍ଯ୍ୟ ଉଦୟ ସହିତ ହିଁ ସୂର୍ଯ୍ୟମୁଖୀ ଫୁଲ ପ୍ରସ୍ଫୁଟିତ ହୋଇଗଲା ଏହି ଫୁଲ ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ

ସମକକ୍ଷ : ପରିସ୍ଫୁଟ, ପୁଷ୍ପିତ, ମୁକୁଳିତ

जो खिल गया हो (फूल)।

खिले सूरजमुखी के पुष्पों पर तितलियाँ मँडरा रही हैं।
उच्छ्वसित, उच्छ्वासित, कुसुमित, खिला, खिला हुआ, परिस्फुट, पुष्पित, प्रफुलित, प्रफुल्लित, विकसित, स्मित

Bursting into flower.

Flowering spring trees.
abloom, efflorescent

ଅର୍ଥ : ଯେ ଉଚ୍ଚ ବା ଯେଉଁଥିରେ ବହୁତ ସଂଶୋଧନ ହୋଇଛି

ଉଦାହରଣ : ଆମେରିକା ଗୋଟିଏ ବିକଶିତ ରାଷ୍ଟ୍ର

ସମକକ୍ଷ : ଅଭ୍ୟୁଥିତ, ଉନ୍ନତ, ସୁବିକଶିତ

जिसका अत्यधिक विकास हुआ हो, विशेष रूप से प्रौद्योगिकी या उद्योग के क्षेत्र में।

अमेरिका एक विकसित राष्ट्र है।
अभ्युत्थित, अभ्युदित, उन्नत, डिवेलप्ड, प्रोन्नत, विकसित, सुविकसित

(used of societies) having high industrial development.

Developed countries.
developed, highly-developed