ଅର୍ଥ : ଦେବାଦେବୀଙ୍କ ଉପରେ ସମର୍ପଣ କରାଯାଉଥିବା ସାମଗ୍ରୀ
ଉଦାହରଣ :
ତିରୁପତି ମନ୍ଦିରରେ ସବୁଠାରୁ ଅଧିକ ଉତ୍ସର୍ଗ କରାଯାଉଛି
ଅର୍ଥ : କାହାରି ମଙ୍ଗଳ କାମନାକରି ଧନ ବା କୌଣସି ବସ୍ତୁ ତାହାର ମୁଣ୍ଡରେ ବୁଲାଇ ଦାନ କରିବା ବା କେଉଁଠି ରଖି ଆସିବାର ପ୍ରକ୍ରିୟା
ଉଦାହରଣ :
ଅମନ ଲଣ୍ଡା ହେବାପରେ ତା ଜେଜେ ହଜାରେ ଟଙ୍କା ଉତ୍ସର୍ଗ କଲେ