ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ୟାଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ୟାଗ   ବିଶେଷ୍ୟ

ଅର୍ଥ : ପ୍ରକାଶ, ଉର୍ଜା,ବିକିରଣ ଆଦି ଦବା ବା ଛାଡିବାର କାମ

ଉଦାହରଣ : ସୂର୍ଯ୍ୟଙ୍କ ଠାରୁ ନିୟମିତ ପ୍ରକାଶ ଏବଂ ଉର୍ଜାର ନିକ୍ଷେପ ପୃଥିବୀ ନିମନ୍ତେ ବରଦାନ ସଦୃଶ୍ୟ

ସମକକ୍ଷ : ନିକ୍ଷେପ

प्रकाश, ऊर्जा, विकिरण आदि देने या छोड़ने की क्रिया।

सूर्य से लगातार प्रकाश और ऊर्जा का उत्सर्जन पृथ्वी के लिए वरदान है।
उत्सर्जन, त्याग

The act of emitting. Causing to flow forth.

emanation, emission

ଅର୍ଥ : ବୈରାଗ୍ୟଆଦି କାରଣରୁ ସାଂସାରିକ ଭୋଗ ଓ ପଦାର୍ଥଆଦିକୁ ଛାଡ଼ିବାର କ୍ରିୟା ବା ଭାବ

ଉଦାହରଣ : ଭୋଗ ତ୍ୟାଗ କରି ମୋହନ ସନ୍ୟାସ ଗ୍ରହଣ କରିବାକୁ ନିଷ୍ପତ୍ତି କଲା

ସମକକ୍ଷ : ଭୋଗ ତ୍ୟାଗ

वैराग्य आदि के कारण सांसारिक भोगों और पदार्थों आदि को छोड़ने की क्रिया या भाव।

मोहन ने भोगत्याग करके संन्यास लेने का फैसला किया।
अपवर्ग, त्याग, भोग-त्याग, भोगत्याग

An act (spoken or written) declaring that something is surrendered or disowned.

renouncement, renunciation

ଅର୍ଥ : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା

ଉଦାହରଣ : ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ

ସମକକ୍ଷ : ଉତ୍ସର୍ଗ, ପରିତ୍ୟାଗ, ପରିବର୍ଜନ

अपना अधिकार या स्वत्व सदा के लिए और पूरी तरह से छोड़ने की क्रिया।

राजा के पद के परित्याग से प्रजा बहुत दुखी थी।
अपवर्जन, अपसर्ग, उत्सर्ग, तर्क, त्याग, परित्याग, परिवर्जन, प्रहाण, प्रहाणि, विप्रहरण

The act of renouncing. Sacrificing or giving up or surrendering (a possession or right or title or privilege etc.).

forgoing, forswearing, renunciation

ଅର୍ଥ : କୌଣସି ବସ୍ତୁ କିମ୍ବା ପ୍ରାଣୀଙ୍କଠାରୁ ସଂବନ୍ଧ ଛିନ୍ନ କରିବାର କ୍ରିୟା ବା ଭାବ

ଉଦାହରଣ : ସ୍ତ୍ରୀ ତଥା ପିଲାମାନଙ୍କୁ ପରିତ୍ୟାଗ କରିବାପରେ ସେ କେବେ ସୁଖୀ ହୋଇ ରହି ପାରିଲା ନାହିଁ

ସମକକ୍ଷ : ଛାଡ଼ିବା, ପରିତ୍ୟାଗ

किसी वस्तु या प्राणी से संबंध तोड़ लेने की क्रिया या भाव।

पत्नी तथा बच्चों के परित्याग के पश्चात् वह कभी सुखी नहीं रहा।
अवध्वंस, छोड़ना, त्याग, त्यागना, परित्याग, परिहार, विसर्जन

The act of giving something up.

abandonment, desertion, forsaking