ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିବର୍ଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିବର୍ଜନ   ବିଶେଷ୍ୟ

ଅର୍ଥ : ବ୍ୟବହାର କରି ବା କୌଣସି ଅନ୍ୟ କାରଣବଶତଃ ଛାଡ଼ିଦିଆ ଯାଇଥିବା ପଦାର୍ଥ

ଉଦାହରଣ : ବିଚାରୀ ବିଧବା ସାରାଜୀବନ ପରିବର୍ଜନରେ ହିଁ କଟାଇଲା

उपयोग करके या किसी अन्य कारण-वश छोड़ा गया पदार्थ।

बेचारी विधवा जीवनभर छोड़न-छाड़न ही पाती रही।
छोड़न-छाड़न, छोड़नछाड़न

Anything that is cast aside or discarded.

discard

ଅର୍ଥ : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା

ଉଦାହରଣ : ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ

ସମକକ୍ଷ : ଉତ୍ସର୍ଗ, ତ୍ୟାଗ, ପରିତ୍ୟାଗ

अपना अधिकार या स्वत्व सदा के लिए और पूरी तरह से छोड़ने की क्रिया।

राजा के पद के परित्याग से प्रजा बहुत दुखी थी।
अपवर्जन, अपसर्ग, उत्सर्ग, तर्क, त्याग, परित्याग, परिवर्जन, प्रहाण, प्रहाणि, विप्रहरण

The act of renouncing. Sacrificing or giving up or surrendering (a possession or right or title or privilege etc.).

forgoing, forswearing, renunciation