ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଳି   ବିଶେଷ୍ୟ

ଅର୍ଥ : ପ୍ରହ୍ଲାଦଙ୍କ ନାତି ତଥା ବିରୋଚନଙ୍କ ପୁଅ ଜଣେ ମହାଦାନୀ ଦୈତ୍ୟରାଜ

ଉଦାହରଣ : ବଳିଙ୍କୁ ପ୍ରତାରଣା କରିବାପାଇଁ ଭଗବାନ ବାମନଅବତାର ଧାରଣ କରିଥିଲେ

ସମକକ୍ଷ : ଇନ୍ଦ୍ରସେନ, ବିରୋଚନ ସୁତ, ରାଜା ବଳି

प्रह्लाद के पौत्र तथा विरोचन के पुत्र एक महादानी दैत्यराज।

बलि को छलने के लिए भगवान ने वामनावतार धारण किया था।
असुराधिप, इंद्रसेन, इन्द्रसेन, बलि, राजा बलि, राजा वलि, वलि, विरोचन-सुत

A prince or king in India.

raja, rajah

ଅର୍ଥ : ବଳି ଦେବା କାର୍ଯ୍ୟ

ଉଦାହରଣ : ସେ ମନ୍ଦିରରେ ଛେଳି ବଳି ଦେଲା

ସମକକ୍ଷ : ଉତ୍ସର୍ଗ, ବଳିଦାନ

बलि देने का कार्य।

वह देवी के मंदिर में बलि के लिए बकरा लाया है।
क़ुरबानी, क़ुर्बानी, कुरबानी, कुर्बानी, बलि, बलिदान

The act of killing (an animal or person) in order to propitiate a deity.

ritual killing, sacrifice

ଅର୍ଥ : କୌଣସି ଦେବତା ନାମରେ ମରା ଯାଉଥିବା ପଶୁ

ଉଦାହରଣ : କିଛିଲୋକ ବଳି ପଶୁ ମାଂସ ରୋଷେଇକରି ପ୍ରସାଦ ଭାବରେ ଗ୍ରହଣ କରନ୍ତି

ସମକକ୍ଷ : ପଶୁବଳି

किसी देवता के नाम पर मारा जानेवाला पशु।

कुछ लोग बलिपशु का मांस पकाकर प्रसाद के रूप में खाते हैं।
निवक्ष, बलि, बलिपशु