ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଜ୍ୱଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଜ୍ୱଳ   ବିଶେଷ୍ୟ

ଅର୍ଥ : ସେହି ଶକ୍ତି ବା ତତ୍ତ୍ୱ ଯାହା ମିଶିଲେ ବସ୍ତୁଆଦିର ରୂପ ଆଖିକୁ ଦେଖାଯାଏ

ଉଦାହରଣ : ସୂର୍ଯ୍ୟ ଉଦୟ ହେଲା ପରେ ଚତୁର୍ଦ୍ଦିଗ ଆଲୋକିତ ହୋଇଗଲା

ସମକକ୍ଷ : ଆଲୋକ, ଉଜ୍ୱଳିତ, ଜ୍ୟୋତି, ଦ୍ୟୁତି, ପ୍ରକାଶ, ରୋଷଣୀ

(physics) electromagnetic radiation that can produce a visual sensation.

The light was filtered through a soft glass window.
light, visible light, visible radiation

ଉଜ୍ୱଳ   ବିଶେଷଣ

ଅର୍ଥ : ତେଜରେ ଭରାହୋଇଥିବା ବା ତେଜପୂର୍ଣ୍ଣ

ଉଦାହରଣ : ଏହି କୋଠରୀ ଆଲୋକମୟ

ସମକକ୍ଷ : ଆଲୋକପୂର୍ଣ୍ଣ, ଆଲୋକମୟ, ଆଲୋକିତ, ଜୋତିର୍ମୟ, ତେଜପୂର୍ଣ୍ଣ

प्रकाश से भरा हुआ या प्रकाश से पूर्ण।

यह कमरा प्रकाशयुक्त है।
उजाली रात में वह नौकाविहार कर रहा है।
आलोकित, उँजियार, उँजियारा, उजाला, उजियार, उजियारा, उजियाला, उजीता, उजेरा, उजेला, ज्योतित, दीप्तिपूर्ण, प्रकाशपूर्ण, प्रकाशमान, प्रकाशयुक्त

Having lots of light either natural or artificial.

The room was bright and airy.
A stage bright with spotlights.
bright

ଅର୍ଥ : ଯାହା ଜଳୁଥାଏ

ଉଦାହରଣ : ପ୍ରଜ୍ୱଳିତ ଦୀପଦ୍ୱାରା ଭଗବାନଙ୍କ ଆରତୀ କରାଯାଏ

ସମକକ୍ଷ : ଉଦ୍ଦୀପିତ, ପ୍ରଜ୍ୱଳିତ

जलता हुआ।

प्रज्वलित दीप से भगवान की आरती की गई।
आदिप्त, आदीपित, उज्ज्वल, उद्दीपित, उद्दीप्त, प्रज्ज्वलित, प्रज्वलित