ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଜ୍ୱଳିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଜ୍ୱଳିତ   ବିଶେଷଣ

ଅର୍ଥ : ଯାହା ଜଳୁଥାଏ

ଉଦାହରଣ : ପ୍ରଜ୍ୱଳିତ ଦୀପଦ୍ୱାରା ଭଗବାନଙ୍କ ଆରତୀ କରାଯାଏ

ସମକକ୍ଷ : ଉଜ୍ୱଳ, ଉଦ୍ଦୀପିତ

जलता हुआ।

प्रज्वलित दीप से भगवान की आरती की गई।
आदिप्त, आदीपित, उज्ज्वल, उद्दीपित, उद्दीप्त, प्रज्ज्वलित, प्रज्वलित

ଅର୍ଥ : ଯାହକୁ ଛୁଇଁଲେ ବା ଆଘାତରେ ଜଳିବାର ଯନ୍ତ୍ରଣା ହୁଏ

ଉଦାହରଣ : ପ୍ରଜ୍ୱଳିତ ବସ୍ତୁଗୁଡ଼ିକୁ ପିଲାଙ୍କ ପାଖରୁ ଦୂରେଇ ରଖିବା ଉଚିତ୍

ସମକକ୍ଷ : ଜଳନ୍ତା, ଜ୍ୱଳନ୍ତ

जिसके छूने या खाने से चुनचुनाहट उत्पन्न हो।

चुनचुनी वस्तुओं को बच्चों की पहुँच से दूर रखना चाहिए।
चुनचुना

ଅର୍ଥ : ବିଲ୍‌କୁଲ ସ୍ପଷ୍ଟ ଏବଂ ପ୍ରତ୍ୟକ୍ଷ

ଉଦାହରଣ : ସେ ନିଜର କଥାକୁ ସ୍ପଷ୍ଟ କରିବା ପାଇଁ ଗୋଟିଏ ଜ୍ୱଳନ୍ତ ଉଦାହରଣ ସମ୍ମୁଖକୁ ଆଣିଲେ

ସମକକ୍ଷ : ଜ୍ୱଳନ୍ତ

बिल्कुल स्पष्ट और प्रत्यक्ष।

उसने अपनी बात की पुष्टि के लिए एक ज्वलंत उदाहरण पेश किया।
ज्वलंत, प्रज्वलित