ଅର୍ଥ : ତେଜରେ ଭରାହୋଇଥିବା ବା ତେଜପୂର୍ଣ୍ଣ
ଉଦାହରଣ :
ଏହି କୋଠରୀ ଆଲୋକମୟ
ସମକକ୍ଷ : ଆଲୋକପୂର୍ଣ୍ଣ, ଆଲୋକମୟ, ଉଜ୍ୱଳ, ଜୋତିର୍ମୟ, ତେଜପୂର୍ଣ୍ଣ
ଅର୍ଥ : ଯାହା ଉପରେ ଆଲୋକ ପଡ଼ିଥାଏ
ଉଦାହରଣ :
ସୂର୍ଯ୍ୟ କିରଣରେ ଆଲୋକିତ ଚନ୍ଦ୍ରମାରେ ଉଷ୍ଣତା ନଥାଏ
ସମକକ୍ଷ : ଅବଭାସିତ, ଉଜ୍ୱଳିତ, ଦୀପ୍ତିମନ୍ତ, ପ୍ରକାଶିତ, ପ୍ରଦୀପ୍ତ