ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୋଷଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୋଷଣୀ   ବିଶେଷ୍ୟ

ଅର୍ଥ : ସେହି ଶକ୍ତି ବା ତତ୍ତ୍ୱ ଯାହା ମିଶିଲେ ବସ୍ତୁଆଦିର ରୂପ ଆଖିକୁ ଦେଖାଯାଏ

ଉଦାହରଣ : ସୂର୍ଯ୍ୟ ଉଦୟ ହେଲା ପରେ ଚତୁର୍ଦ୍ଦିଗ ଆଲୋକିତ ହୋଇଗଲା

ସମକକ୍ଷ : ଆଲୋକ, ଉଜ୍ୱଳ, ଉଜ୍ୱଳିତ, ଜ୍ୟୋତି, ଦ୍ୟୁତି, ପ୍ରକାଶ

(physics) electromagnetic radiation that can produce a visual sensation.

The light was filtered through a soft glass window.
light, visible light, visible radiation