ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଆଶ୍ଚର୍ଯ୍ୟଜନକ କାମକୁ ଲୋକେ ଅଲୌକିକ ଓ ଅମାନବୀୟ ବୋଲି ଭାବନ୍ତି
ଉଦାହରଣ : ଚନ୍ଦ୍ରକାନ୍ତାର କାହାଣୀରେ ଭୋଜବିଦ୍ୟା ଭରିଯାଇଛି
ସମକକ୍ଷ : ଇନ୍ଦ୍ରଜାଲ, ଭୋଜବିଦ୍ୟା, ଯାଦୁ
जादू के जोर से किया जाने वाला ऐसा आश्चर्यजनक काम जिसे लोग अलौकिक समझें।
Any amazing or wonderful occurrence.
ଅର୍ଥ : ସାଂସାରିକ ଝଞ୍ଝଟ ବା ଜଂଜାଳ
ଉଦାହରଣ : ସେ ସଂସାରିକ ମୋହ ମାୟାରୁ ମୁକ୍ତ ହୋଇ ସନ୍ୟାସ ନେଲେ
ସମକକ୍ଷ : ଭବଚକ୍ର, ଭବଜଳ, ମୋହ-ମାୟା, ସଂସାରମାୟା, ସଂସାରିକତା
सांसारिक झंझट या जंजाल।
Concern with worldly affairs to the neglect of spiritual needs.
ସଂସ୍ଥାପନ କରନ୍ତୁ