ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଡ଼ି   ବିଶେଷ୍ୟ

ଅର୍ଥ : ନଦୀ ବା ଜଳାଶୟର କୂଳ

ଉଦାହରଣ : ନଦୀ ତଟରେ ସେ ନୌକାକୁ ଅପେକ୍ଷା କରିଥିଲା

ସମକକ୍ଷ : କୂଳ, ତଟ, ତୀର, ପତ୍ତା, ବେଳା

नदी या जलाशय का किनारा।

नदी के तट पर वह नाव का इंतज़ार कर रहा था।
अवार, अवारी, कगार, किनारा, कूल, छोर, तट, तीर, पश्ता, बारी, मंजुल, वेला, साहिल

The land along the edge of a body of water.

shore

ଅର୍ଥ : ଜଣେ ଅସୁର

ଉଦାହରଣ : ପୁରାଣରେ ଆଡ଼ିର ବର୍ଣ୍ଣନା ମିଳିଥାଏ

एक असुर।

आडि का वर्णन पुराणों में मिलता है।
आडि

ଅର୍ଥ : ଛାତ ବା ଛପରର ଭାରକୁ ସମ୍ଭାଳିବା ଲାଗି କାନ୍ଥ ବା ଖୁଣ୍ଟରେ ଆଡ଼ିରେ ବନ୍ଧାଯାଉଥିବା ଲାଠି

ଉଦାହରଣ : ରାମଦୀନ ନିଜର କୁଡ଼ିଆରେ ଶାଗୁଆନର ଧାରଣା ଲଗାଇଲା

ସମକକ୍ଷ : ଓରା, ଧାରଣା

वह लट्ठा जो छत या पाटन का बोझ सँभालने के लिए दीवारों या खंभों पर आड़ा रखा जाता है।

रामदीन ने अपनी झोपड़ी में सागौन की धरन लगाई है।
धरन, शहतीर