ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନଦୀ ବା ଜଳାଶୟର କୂଳ
ଉଦାହରଣ : ନଦୀ ତଟରେ ସେ ନୌକାକୁ ଅପେକ୍ଷା କରିଥିଲା
ସମକକ୍ଷ : ଆଡ଼ି, କୂଳ, ତଟ, ପତ୍ତା, ବେଳା
नदी या जलाशय का किनारा।
The land along the edge of a body of water.
ଅର୍ଥ : ଧାତୁଆଦିରେ ବନା ହୋଇଥିବା ଏକ ପତଳା ଲମ୍ବା ହତିଆର ଯାହା ଧନୁଦ୍ୱାରା ଚଳାଯାଇଥାଏ
ଉଦାହରଣ : ବାଣ ବାଜିବାରୁ ପକ୍ଷୀଟି ଛଟପଟ ହେବାକୁ ଲାଗିଲା
ସମକକ୍ଷ : ବାଣ, ବିଶିଖ, ଶର, ଶାୟକ
धातु आदि का बना वह पतला लम्बा हथियार जो धनुष द्वारा चलाया जाता है।
A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.
ସଂସ୍ଥାପନ କରନ୍ତୁ