ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓରା   ବିଶେଷ୍ୟ

ଅର୍ଥ : ତାଳଗଛରେ ଯେଉଁ ହାଣ୍ଡି ତାଡ଼ି ସଂଗ୍ରହପାଇଁ ବନ୍ଧା ଯାଇଥାଏ

ଉଦାହରଣ : ହାତରୁ ଖସିପଡ଼ି ଉରା କଣା ହୋଇଗଲା

ସମକକ୍ଷ : ଉରା

वह हाँड़ी जो ताड़ के पेड़ में उससे ताड़ी निकालने के लिए बाँधी जाती है।

लबनी हाथ से छूटकर फूट गई।
लबनी, लभनी

ଅର୍ଥ : ଛାତ ବା ଛପରର ଭାରକୁ ସମ୍ଭାଳିବା ଲାଗି କାନ୍ଥ ବା ଖୁଣ୍ଟରେ ଆଡ଼ିରେ ବନ୍ଧାଯାଉଥିବା ଲାଠି

ଉଦାହରଣ : ରାମଦୀନ ନିଜର କୁଡ଼ିଆରେ ଶାଗୁଆନର ଧାରଣା ଲଗାଇଲା

ସମକକ୍ଷ : ଆଡ଼ି, ଧାରଣା

वह लट्ठा जो छत या पाटन का बोझ सँभालने के लिए दीवारों या खंभों पर आड़ा रखा जाता है।

रामदीन ने अपनी झोपड़ी में सागौन की धरन लगाई है।
धरन, शहतीर