ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପଶମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପଶମ   ବିଶେଷ୍ୟ

ଅର୍ଥ : କୌଣସି କାମ ଓ ରୋଗଆଦିର ସମାପ୍ତି ପରେ ହେଉଥିବା ସୁଖଦ ଅନୁଭବ

ଉଦାହରଣ : ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲା

ସମକକ୍ଷ : ଆରାମ

किसी काम, रोग आदि की समाप्ति के बाद होने वाला सुखद अनुभव।

दवाई लेने के बाद ही मुझे सरदर्द से राहत मिली।
अराम, आराम, करार, चैन, राहत, सुकून

The feeling that comes when something burdensome is removed or reduced.

As he heard the news he was suddenly flooded with relief.
alleviation, assuagement, relief

ଅର୍ଥ : କୌଣସି ହାନିକାରକ କାର୍ଯ୍ୟ, ଅବସ୍ଥା ଆଦିକୁ ରୋକିବା ପ୍ରକ୍ରିୟା

ଉଦାହରଣ : ସରକାର କ୍ୟାନସରର ନିବାରଣ ପାଇଁ ପ୍ରୟାସରତ ଅଛନ୍ତିନିୟମିତ ଯୋଗାସନ କଲେ ରୋଗରୁ ଉପଶମ ମିଳେ

ସମକକ୍ଷ : ନିବାରଣ

किसी अनुचित कार्य, अवस्था आदि को रोकने की क्रिया।

सरकार कैंसर की रोकथाम के लिए प्रयासरत है।
नियमित योगासन करते रहने से रोगों का निवारण होता है।
उपशमन, निवारण, रोक-थाम, रोकथाम

The act of preventing.

There was no bar against leaving.
Money was allocated to study the cause and prevention of influenza.
bar, prevention