ଅର୍ଥ : କୌଣସି କାମଆଦିର ଆରମ୍ଭ ହେବା
ଉଦାହରଣ :
ଆମ କ୍ଷେତ୍ରରେ ଗୋଟିଏ ନୂଆ ପରିଯୋଜନା ଆରମ୍ଭ ହେଉଅଛି
ଅର୍ଥ : ଆରମ୍ଭ ହେବା
ଉଦାହରଣ :
ସିନେମାହଲରେ ବିଜୁଳି ଚାଲିଯିବାମାତ୍ରେ ପାଟିତୁଣ୍ଡ ଆରମ୍ଭହେଲା
ଅର୍ଥ : ବର୍ଷ,ମାସ ଆଦିର ଆରମ୍ଭ ହେବା
ଉଦାହରଣ :
ମହାରାଷ୍ଟ୍ରରେ ଗୁଡ଼ିପାଡ଼ୱା ଦିନଠାରୁ ନୂଆବର୍ଷ ଆରମ୍ଭ ହୁଏ